Author: Chief Editor
-
ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ ବିଜେପି ପ୍ରୟୋଜିତ ?
ପ୍ରସାଦ ରାଓ ଏପ୍ରିଲ ୦୯ ବିଜେପି ଦକ୍ଷିଣ ଓ ପୂର୍ବ ଭାରତରେ ତାହାର ଶକ୍ତି ବୃଦ୍ଧି ପାଇଁ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଛି । ୨୦୨୪ ନିର୍ବାଚନରେ ତାହାର ସୁଫଳ ... -
ଓଡ଼ିଶା ରାଜନୀତିରେ ହାଇବ୍ରିଡ୍ ପରିବା ଘାଂଟ…
ପ୍ରସାଦ ରାଓ ଭୁବନେଶ୍ୱର/ ଏପ୍ରିଲ ୦୮ ସାଧାରଣତଃ ଶୀତ ଦିନରେ ପରିବା ବଜାରରେ ବିଭିନ୍ନ ପରିବା ମିଳାଥାଏ । ଫୁଲ କୋବି, ପତ୍ର କୋବି, ଉଲ କୋବି, ବାଇଗଣ, କଂଚା ମଟର, ଟମାଟୋ ... -
ବିଜେପି ‘ଅପରାଜିତ’ ନୁହେଁ, ବିରୋଧୀ ସୁଯୋଗ ନେବାରେ ବିଫଳ !
ପ୍ରସାଦ ରାଓ ଏପ୍ରିଲ ୦୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ବିଜେପିକୁ ନିର୍ବାଚନରେ ରୋକିବା ‘ଅସମ୍ଭବ’ ବୋଲି ଯାହା କୁହାଯାଉଛି ତାହାକେବଳ ଏକ ‘ଧାରଣା’ ଏବଂ ‘ବିରାଟ ଭ୍ରମ’ । ବିରୋଧୀ ... -
ରାଜ୍ୟସଭା ଫଳାଫଳକୁ ଚ୍ୟାଲେଂଜ କରି ହାଇକୋର୍ଟ ଗଲେ ସିଂଘଭି
ପ୍ରସାଦ ରାଓ ଏପ୍ରିଲ ୦୬ ବରିଷ୍ଠ କଂଗ୍ରେସ ନେତା ତଥା ସୁପ୍ରିମ କୋର୍ଟ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଆଜି ହିମାଚଳ ପ୍ରଦେଶ ହାଇକୋର୍ଟରେ ଏକ ଆବେଦନପତ୍ର ଦାଖଲ କରି ଗତ ଫେବୃୟାରୀ ... -
ପଶ୍ଚିମ ବଂଗରେ ଇଡି ପରେ ଏନଆଇଏ ପାଳି !
ପ୍ରସାଦ ରାଓ ଏପ୍ରିଲ ୦୬ ଆଜି ସକାଳେ ପଶ୍ଚିମ ବଂଗ ପୂର୍ବ ମେଦିନାପୁର ଜିଲ୍ଲାର ଭୂପତିନଗରରେ ଏନଆଇଏର ଏକ ତଦନ୍ତକାରୀ ଦଳ ଉପରେ ଅଂଚଳବାସୀଙ୍କ ଆଡୁ ଅକ୍ରମଣ ହୋଇଥିବା ସୂଚନା ମିଳିଛି । ... -
‘ଆପ୍’ରେ ସୁନିତାଙ୍କ ଗ୍ରହଣୀୟତା ବଢିବାର ଲାଗିଛି
ପ୍ରସାଦ ରାଓ ନୂଆଦିଲ୍ଲୀ/ଏପ୍ରିଲ ୦୫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ ଚାଲି ଯିବା ପରେ ତାଙ୍କ ପତ୍ନୀ ସୁନିତା କେଜରୀୱାଲ ମୁଖ୍ୟମନ୍ତ୍ରୀ ଏବଂ ‘ଆପ୍’ ... -
ଦଳ ଡିଆଁ କିଛି ନୂଆ ନୁହେଁ…
ପ୍ରସାଦ ରାଓ ଏପ୍ରିଲ ୦୫ ନିର୍ବାଚନ ସମୟରେ ରାଜନେତାଙ୍କ ଦଳ ଡିଆଁ କିଛି ନୂଆ ନୁହେଁ । ଆଶାୟୀ ନେତାମାନେ ନିଜ ଦଳରୁ ଟିକଟ ନ ପାଇଲେ ଟିକଟ ପାଇବା ସମ୍ଭାବନା ଥିବା ... -
ସଂଜୟ ନିରୁପମ ନିଲମ୍ବିତ, ଗୌରବ ବଲ୍ଲଭ କଂଗ୍ରେସ ଛାଡିଲେ
ପ୍ରସାଦ ରାଓ ନୂଆଦିଲ୍ଲୀ/ଏପ୍ରିଲ ୦୪ ଆଜି କଂଗ୍ରେସ ଦଳ ମହାରାଷ୍ଟ୍ରର ବରିଷ୍ଠ ନେତା ସଂଜୟ ନିରୁପମଙ୍କୁ ଦଳ ବିରୋଧୀ ବୟାନ ଦେଉଥିବା ଅଭିଯୋଗରେ ଛଅ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛି । ... -
୨୦୨୪ ନିର୍ବାଚନ ପଲିଟିକ୍ସ.. ବିରୋଧୀ ମେଂଟରେ ମୋଦୀଙ୍କ ବିକଳ୍ପ କିଏ ?
ପ୍ରସାଦ ରାଓ ନୂଆଦିଲ୍ଲୀ/ଏପ୍ରିଲ ୦୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଜେପିର ଏକମାତ୍ର ଶୀର୍ଷ ନେତା । ଦଳ ତାଙ୍କ ନେତୃତ୍ୱରେ ସବୁ ନିର୍ବାଚନ ଲଢୁଛି । କିଛି ହାରୁଛି, କିଛି ଜିତୁଛି ... -
ଛଅ ମାସ ଜେଲରେ ରହିବା ପରେ ସଂଜୟ ସିଂହଙ୍କୁ ଜାମିନ ମିଳିଲା
ପ୍ରସାଦ ରାଓ ନୂଆଦିଲ୍ଲୀ/ଏପ୍ରିଲ ୦୨ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିର କାର୍ଯ୍ୟକାରିତାରେ ଦୁର୍ନୀତି ମାମଲାରେ ୨୦୨୩ ଅକ୍ଟୋବରରେ ଗିରଫ ହୋଇ ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ତଥା ଦଳର ରାଜ୍ୟସଭା ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS