NEWS ROUND UP
-
ଗଂଜାମ ଜିଲ୍ଲାରେ ବସ୍ ଦୁର୍ଘଟଣା,୧୨ ଜଣଙ୍କ ମୃତ୍ୟୁ
ପ୍ରସାଦ ରାଓ ଜୁନ ୨୬ ଗଂଜାମ ଜିଲ୍ଲାର ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଆଜି ରାୟଗଡା ଜିଲ୍ଲାର ଗୁଡାରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଓଏସଆରଟିସି ବସ ସହ ବ୍ରହ୍ମପୁରରୁ ଫେରୁଥିବା ଗୋଟିଏ ... -
ଯୌନ ଉତ୍ପୀଡନ ମାମଲା, ତାମିଲନାଡୁର ପୂର୍ବତନ ଡିଜିପିଙ୍କୁ ତିନି ବର୍ଷ ଜେଲ୍
ପ୍ରସାଦ ରାଓ ଚେନ୍ନାଇ/ ଜୁନ ୧୬ ଭିଲ୍ଲୁପୁରମର ଏକ ଅଦାଲତ ଆଜି ତାମିଲନାଡୁର ପୂର୍ବତନ ପୁଲିସ ମହାନିର୍ଦେଶକ (ଡିଜିପି) ରାଜେଶ ଦାସଙ୍କୁ ୨୦୨୧ର ଏକ ଯୌନ ଉତ୍ପୀଡନ ମାମଲାରେ ତିନି ବର୍ଷ ସଶ୍ରମ ... -
୨୦୨୩ ପ୍ରେସ୍ ସ୍ୱାଧୀନତା ଇଣ୍ଡେକ୍ସରେ ଭାରତ ପାକିସ୍ତାନଠାରୁ ପଛରେ !
ପ୍ରସାଦ ରାଓ ମେ’ ୦୩ ଚଳିତ ବର୍ଷ ପାଇଁ ପ୍ରକାଶିତ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଇଣ୍ଡେକ୍ସରେ ଭାରତର ସ୍ଥାନ ୧୮୦ଟି ରାଷ୍ଟ୍ର ମଧ୍ୟରେ ୧୬୧ତମକୁ ଖସି ଯାଇଥିବା ଜଣାପଡିଛି । ଅପରପକ୍ଷରେ, ପାକିସ୍ତାନ ... -
ଦିଲ୍ଲୀ ସାକେତ କୋର୍ଟରେ ମହିଳାଙ୍କୁ ଗୁଳି ମାଡ !
ପ୍ରସାଦ ରାଓ ଏପ୍ରିଲ ୨୧ ଦିଲ୍ଲୀରେ କୋର୍ଟ ପରିସରରେ ଗୁଳି ଫୁଟିବା କିଛି ନୂଆ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏକାଧିକ ଘଟଣା ଘଟିଛି । ଆଜି ସକାଳେ ଦକ୍ଷିଣ ଦିଲ୍ଲୀର ... -
ଦେଶରେ କୋଭିଡ଼ ସଂକ୍ରମଣ ବଢୁଛି, ୨୪ ଘଂଟାରେ ୧୦,୧୫୮ ନୂଆ ଆକ୍ରାନ୍ତ ଚିହ୍ନଟ
ପ୍ରସାଦ ରାଓ ଏପ୍ରିଲ ୧୩ ଦେଶରେ କୋଭିଡ଼ ସଂକ୍ରମଣ ବଢୁଛି । ଆଜି ସକାଳ ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ୧୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ... -
‘ଆପ୍’ର ‘ଦେଖାଅ ତୁମ ଡିଗ୍ରୀ’ ଅଭିଯାନ
ପ୍ରସାଦ ରାଓ ଏପ୍ରିଲ ୦୯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଜୁଏସନ୍ ଓ ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ ଦେଖାଇବାକୁ କହି ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଗୁଜରାଟ ହାଇକୋର୍ଟ ଦ୍ୱାରା ୨୫ ହଜାର ଟଙ୍କା ... -
ମୋଦୀଙ୍କ ‘ଡିଗ୍ରୀ’କୁ ନେଇ ସିଆଇସିଙ୍କ ନିର୍ଦେଶ ହାଇକୋର୍ଟରେ ଖାରଜ, କେଜରୀୱାଲଙ୍କୁ ଜରିମାନା
ପ୍ରସାଦ ରାଓ ମାର୍ଚ୍ଚ ୩୧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରାଜୁଏସନ ଓ ପୋଷ୍ଟ୍ ଗ୍ରାଜୁଏସନ୍ ଡିଗ୍ରୀର ସଂପୂର୍ଣ୍ଣ ସୂଚନା ଦେବାକୁ ୨୦୧୬ରେ ସେଂଟ୍ରାଲ ଇନଫରମେସନ୍ କମିସନ୍ (ସିଆଇସି) ଗୁଜରାଟ ବିଶ୍ୱବିଦ୍ୟାଳୟକୁ ଯେଉଁ ନିର୍ଦେଶ ... -
କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ରାହୁଲ କୋଲାରରୁ ପ୍ରଚାର ଆରମ୍ଭ କରିବେ
ପ୍ରସାଦ ରାଓ ମାର୍ଚ୍ଚ ୨୯ କର୍ଣ୍ଣାଟକରେ ମେ’ ୧୦ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କଂଗ୍ରେସ ପକ୍ଷରୁ ଏପ୍ରିଲ ପ୍ରଥମ ସପ୍ତାହରୁ ପ୍ରଚାର ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ... -
୨୪ ଘଂଟାରେ ୨ ହଜାରରୁ ଅଧିକ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
ପ୍ରସାଦ ରାଓ ମାର୍ଚ୍ଚ ୨୯ ଦେଶରେ କରୋନା ସଂକ୍ରମଣ ପୁନର୍ବାର ଉପର ମୁହାଁ ହୋଇଛି । ଆଜି ସକାଳ ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ଦେଶରୁ ୨,୧୫୧ ଜଣ ନୂୂଆ କୋଭିଡ଼ ... -
ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ, ୩୦ ଦିନ ପାଇଁ ଜାମିନ ମଂଜୁର
ପ୍ରସାଦ ରାଓ ମାର୍ଚ୍ଚ ୨୩ ୨୦୧୯ର ଏକ ଆପରାଧୀକ ମାନହାନୀ ମାମଲାରେ ସୁରଟ ଜିଲ୍ଲା କୋର୍ଟ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ପରେ, ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS