Editor’s story
-
ପାଟନା ହାଇକୋର୍ଟରୁ ରାହୁଲଙ୍କୁ ମିଳିଲା ଆଶ୍ୱସ୍ତି
ପ୍ରସାଦ ରାଓ ଏପ୍ରିଲ ୨୪ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ପାଟନା ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ‘ମୋଦୀ ସାଂଗିଆ’କୁ ନେଇ ରାହୁଲ ୨୦୧୯ ସାଧାରଣ ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ... -
ମୋଗାରୁ ଅମ୍ରିତପାଲ ସିଂହ ଗିରଫ
ପ୍ରସାଦ ରାଓ ଏପ୍ରିଲ ୨୩ ଗଲା କିଛି ବର୍ଷ ହେଲା ପଂଜାବରେ ଉଗ୍ରବାଦର ପ୍ରଚାର କରିବା ସହ ଖାଲିସ୍ତାନ ରାଷ୍ଟ୍ର ଗଠନ ଦାବି ସପକ୍ଷରେ ସଶସ୍ତ୍ର ସଂଘର୍ଷ ପାଇଁ ପ୍ରସ୍ତୁତି ଚଳାଇ ଥିବା ... -
ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ, ଗୋପାଳପୁର ବିଧାୟକଙ୍କ ଅଡୁଆ ବଢିଲା
ପ୍ରସାଦ ରାଓ ଭୁବନେଶ୍ୱର ଏପ୍ରିଲ ୨୨ ଗଂଜାମ ଜିଲ୍ଲା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢିବାରେ ଲାଗିଛି । ଜାଲିଆତି ଭଳି ଗୁରୁତର ଅଭିଯୋଗରେ ଛନ୍ଦି ହୋଇ ... -
ଜାତିସଂଘ ରିପୋର୍ଟ: ଜନସଂଖ୍ୟାରେ ଚୀନକୁ ଟପିଲା ଭାରତ !
ପ୍ରସାଦ ରାଓ ଏପ୍ରିଲ ୧୯ ଜନସଂଖ୍ୟା କ୍ଷେତ୍ରରେ ଭାରତ ଚୀନକୁ ଟପି ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଥିବା ୟୁଏନଏଫପିଏ (ୟୁନାଇଟେଡ ନେସନ୍ସ ପପୁଲେସନ୍ ଫଣ୍ଡ୍ସ) ପକ୍ଷରୁ ବୁଧବାର (୧୯ ଏପ୍ରିଲ) ... -
ରବିବାର ସିବିଆଇରେ ହାଜିରା ନୋଟିସ, କେଜରୀୱାଲଙ୍କ ବିପଦ ବଢୁଛି !
ପ୍ରସାଦ ରାଓ ଏପ୍ରିଲ ୧୫ ୨୦୧୧ରେ ଦୁର୍ନୀତି ବିରୋଧୀ ଅଭିଯାନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏବେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫସି ସିବିଆଇ ... -
ୟୁପି ପୁଲିସର ଏନକାଉଂଟରରେ ବାହୁବଳୀ ଆସାଦ ଅହମ୍ମଦର ମୃତ୍ୟୁ
ପ୍ରସାଦ ରାଓ ଏପ୍ରିଲ ୧୩ ୟୁପିର ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡରେ ମୁଖୃ ଅଭିଯୁକ୍ତ ଥାଇ ପୁଲିସକୁ ଚକମା ଦେଇ ବୁଲୁଥିବା ଗ୍ୟାଙ୍ଗଷ୍ଟର ଆସାଦ ଅହମ୍ମଦ ଓ ତା’ର ସହଯୋଗୀ ଘୁଲାମକୁ ... -
ଦିଲ୍ଲୀରେ ନୀତୀଶ-ତେଜସ୍ୱୀଙ୍କୁ ଭେଟିଲେ ଖର୍ଗେ ଓ ରାହୁଲ- ବିରୋଧୀ ଏକତା ଦିଗରେ ପାଦ ଆଗକୁ ବଢିଲା ?
ପ୍ରସାଦ ରାଓ ଏପ୍ରିଲ ୧୨ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ମିଳତ ଲଢେଇ ପାଇଁ ଏକ ସମ୍ଭାବ୍ୟ ବିରୋଧୀ ମେଂଟ ଗଠନ ଦିଗରେ କଂଗ୍ରେସ, ଜେଡିୟୁ ଓ ଆରଜେଡ଼ି ଆଜି ପାଦେ ... -
ଦେଶର ୩୦ରୁ ୨୯ ମୁଖ୍ୟମନ୍ତ୍ରୀ କୋଟିପତି, ସବୁଠୁ ଧନୀ ଜଗନ ଓ ଗରୀବ ମମତା !
ପ୍ରସାଦ ରାଓ ଏପ୍ରିଲ ୧୨ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ସମୀକ୍ଷା କରି ଆସୋସିଏସନ୍ ଫର୍ ଡେମେକ୍ରେଟିକ ରାଇଟସ୍ (ଏଡିଆର) ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟ ଚମକାଇଲା ଭଳି ହୋଇଛି ... -
ପାଇଲଟଙ୍କ ଅନଶନ – ‘କଂଗ୍ରେସ କଫିନରେ ଶେଷ କଂଟା’ ?
ପ୍ରସାଦ ରାଓ ଏପ୍ରିଲ ୧୧ ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ କଂଗ୍ରେସରେ ଗେହେଲୋଟ-ପାଇଲଟ୍ ବିବାଦ ଚରମରେ ପହଂଚି ଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଅଶୋକ ... -
ଶରଦ ପାୱାରଙ୍କ ସାକ୍ଷାତକାର, ପ୍ରଧାନମନ୍ତ୍ରୀ ଓ କଂଗ୍ରେସ…
ପ୍ରସାଦ ରାଓ ଏପ୍ରିଲ ୦୯ ବିରୋଧୀ ଦଳମାନେ ଦୁର୍ନୀତିଗ୍ରସ୍ତ । ବେକ ପର୍ଯ୍ୟନ୍ତ ଦୁର୍ନୀତିରେ ବୁଡି ରହିଛନ୍ତି । ତେଣୁ, ସିବିଆଇ, ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଙ୍କ ଚଢାଉକୁ ଭୟ କରୁଛନ୍ତି । ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS