Breaking News
-
ଏନ୍ ଏସ୍ ଡ଼ିର ରାଷ୍ଟ୍ରୀୟ ପୂର୍ବୋତ୍ତର ନାଟ୍ୟ ସମାରୋହ: ପ୍ରଥମ ଦିବସରେ ଆସାମ ଓ ଦ୍ୱିତୀୟ ଦିବସରେ ମଣିପୁରୀ ନାଟକ ପରିବେଷିତ
ରାଉରକେଲା, ମେ’ ୩୧ (ମୋ ଅନୁଭବ): ରାଉରକେଲା ସିଭିକ୍ ସେଂଟର ପରିସରରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ତରଫରୁ ପାଂଚ ଦିନିଆ ରାଷ୍ଟ୍ରୀୟ ପୂର୍ବୋତ୍ତର ନାଟ୍ୟ ସମାରୋହ ୨୮ ତାରିଖରୁ ଆରମ୍ଭ ହୋଇଛି ... -
ମହାନଦୀ, ମୋଦୀ ଆଉ ଜନ ଆନ୍ଦୋଳନ..
– ପ୍ରସାଦ ରାଓ – ଭୁବନେଶ୍ୱର ମେ’୨୯: ୨୦୧୯ ନିର୍ବାଚନରେ ବିଜେପିର ମୁକାବିଲା ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ବହୁ ଅସ୍ତ୍ର ରହିଛି । ଓଡ଼ିଶାକୁ ସ୍ୱତନ୍ତ୍ର ... -
ଶୁକ୍ରବାର ଗୁଳି ମାଡରେ ଗୁରୁତର ସରୋଜଙ୍କ ‘ଏମ୍ ସ’ରେ ମୃତ୍ୟୁ
ବେଲଗୁଣ୍ଠା, ମେ’୨୯ (ପ୍ରଦ୍ୟୁମ୍ନ ପାତ୍ର): ଗତ ମେ’ ୨୫ ତାରିଖ (ଶୁକ୍ରବାର) ରାତିରେ ବୁଗୁଡା ବ୍ଲକ ସୋରଡ଼ ଗ୍ରାମ ନିକଟରେ ଦୁର୍ବୁତ୍ତ ଗୁଳି ମାଡ଼ରେ ଗୁରୁତର ଆହତ ବିଜେଡ଼ି ଯୁବ ନେତା ସରୋଜ ... -
ଏଚ.ଡ଼ି କୁମାରାସ୍ୱାମୀ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ, ୨୫ରେ ଶକ୍ତି ପରୀକ୍ଷା
ବାଂଗାଲୁରୁ , ମେ’ ୨୪: ଦୀର୍ଘ ଆଠ ଦିନର ରାଜନୈତିକ ନାଟକ ପରେ କର୍ଣ୍ଣାଟକରେ କଂଗ୍ରେସ-ଜେଡ଼ିଏସ୍ ମିଳିତ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଜନତା ଦଳ (ଏସ୍) ବିଧାୟକ ଦଳ ନେତା ଏଚ.ଡ଼ି କୁମାରସ୍ୱାମୀ ... -
ଅଢେଇ ଦିନିଆ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କ ବିଦାୟ
ବେଙ୍ଗାଲୁରୁ, ମେ’୧୯: ୧୭ ତାରିଖ ସକାଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଜେପି ବିଧାୟକ ଦଳ ନେତା ବିଏସ୍ ୟେଦୁରାପ୍ପା ୧୯ ତାରିଖ (ଶନିବାର) ଅପରାହ୍ନରେ ରାଜ୍ୟ ବିଧାନସଭାରେ ନିଜର ... -
ବିଜେପିର ଅଡୁଆ ବଢିଲା, ଶନିବାର ଅପରାହ୍ନରେ ୟେଦୁରାପ୍ପାଙ୍କ ଶକ୍ତି ପରୀକ୍ଷା
ନୂଆଦିଲ୍ଲୀ, ୧୮ ମେ’: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରାପ୍ପା ଶନିବାର ଅପରାହ୍ନ ୪ଟା ସମୟରେ ରାଜ୍ୟ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସୁପ୍ରିମ କୋର୍ଟ ଆଜି ପୂର୍ବାହ୍ନରେ ନିର୍ଦେଶ ଦେବା ... -
ସୁପ୍ରିମକୋର୍ଟ ଖଣ୍ଡପୀଠରେ ଶୁଣାଣୀ ଆଜି, କର୍ଣ୍ଣାଟକ ରାଜନୀତିରୁ ଦେଶର ନୂତନ ପୀଢି କି ଶିକ୍ଷାଲାଭ କରିବେ ?
– ପ୍ରସାଦ ରାଓ – ଭୁବନେଶ୍ୱର, ମେ’ ୧୮ : କର୍ଣ୍ଣାଟକରେ ସରକାର ଗଢିବା ପାଇଁ ଭାରତୀୟ ଜନତା ପାର୍ଟି ଯେଭଳି ଆତୁର ହୋଇ ରାଜ୍ୟପାଳଙ୍କ ଅନୁକଂପାର ଆଶ୍ରୟ ନେଲା ଏବଂ କଂଗ୍ରେସ ... -
ପ୍ରଶାସନ ରୋକିଲା ନାବାଳିକା ବାହାଘର
ବେଲଗୁଣ୍ଠାରୁ ସୁଶାନ୍ତ ମିଶ୍ର, ମେ’ ୧୫: ଝିଅ ପକ୍ଷରୁ ଦିନ ବେଳା ସଂପର୍କୀୟ, ସାଙ୍ଗସାଥୀଙ୍କୁ ଭୋଜି, ଭାତ ଦିଆଯାଇଥିଲା । ବାପା, ମାଆ ଛେଉଣ୍ଡ ହୋଇ ଥିବାରୁ କମ୍ ଅତିଥିଙ୍କୁ ନେଇ ଭୋଜି ... -
ସନ୍ତାନ କୁଳାଙ୍ଗାର ହେଲେ ତାକୁ ଭୁଲି ଯିବା ଉଚିତ, ଏହା ହେଉଛି ‘୧୦୨ ନଟ୍ ଆଉଟ୍’ର ବାର୍ତା
– ପ୍ରସାଦ ରାଓ – “ଅଉଲାଦ୍ ନାଲାୟକ୍ ହୋ ତୋ ଉସ୍କୋ ଭୁଲ୍ ଯାନା ଚାହିଏ, ସିର୍ଫ ଉସ୍କା ବଚ-ପନ୍ ୟାଦ୍ ରଖନା ଚାହିଏ”- ଏହା ହେଉଛି ଅମିତାଭ ବଚ୍ଚନ, ରିଷି କପୁର ... -
ପୁଲିସ ଗୁଳିରେ ଗୁରୁତର ଆହତ ଶ୍ରୀକାନ୍ତର ମୃତ, ଗୌରୀ ଚିକିତ୍ସାଧୀନ; ଦୁହିଁଙ୍କ ଅପରାଧର ଲମ୍ବା ରେକର୍ଡ ରହିଛି
ବେଲଗୁଣ୍ଠା, ୦୭ ମେ’ (ପ୍ରଦ୍ୟୁମ୍ନ ପାତ୍ର): ଶନିବାର ବିଳମ୍ବ ରାତ୍ରିରେ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବାଘୁଆ ନିକଟରେ ପୁଲିସ ଏନକାଉଂଟରରେ ଗୁରୁତର ଆହତ ହୋଇ ଥିବା ଦୁଇ ଦୁର୍ଦ୍ଦର୍ାନ୍ତ ଅପରାଧୀ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS