ରଣପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ସନ୍ତୋଷ ସାହୁଙ୍କ ସହ ‘ମୋ ଅନୁଭବ’ ମୁଖ୍ୟ ସଂପାଦକ ପ୍ରସାଦ ରାଓଙ୍କ ସାକ୍ଷାତକାର
ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଣପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ସନ୍ତୋଷ ସାହୁଙ୍କ ସହ ‘ମୋ ଅନୁଭବ’ ମୁଖ୍ୟ ସଂପାଦକ ପ୍ରସାଦ ରାଓଙ୍କ ସାକ୍ଷାତକାର । ଶ୍ରୀ ସାହୁ ‘ଆମ୍ ଆଦ୍ମୀ ପାର୍ଟି’ ପ୍ରାର୍ଥୀ ଭାବେ ୨୦୧୪ରେ ଖଣ୍ଡପଡା ଆସନରୁ ବିଧାନସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଏବେ ବି ‘ଆପ୍’ ପ୍ରତି ତାଙ୍କର ଆକର୍ଷଣ ରହିଛି । କିନ୍ତୁ ‘ଆପ୍’ର ଜାତୀୟ ସ୍ତର ନେତାମାନେ ନିଜ ଆଦର୍ଶରୁ ବିଚ୍ୟୁତ ହୋଇଥିବାରୁ ଏବଂ ରାଜ୍ୟ ନେତାମାନେ ସଂଗଠନକୁ ଧ୍ୟାନ ଦେଉ ନ ଥିବାରୁ ସାହୁ ୨୦୧୯ରେ ରଣପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା କହିଛନ୍ତି । ବିସ୍ତୃତ ବିବରଣୀ ପାଇଁ ଏହି ଭିଡିଓଟି ଦେଖନ୍ତୁ…
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS