ରବିବାର (ନଭେମ୍ବର ୧୦ ତାରିଖ) ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ଉଦଯାପିତ ହୋଇଥିବା ଦ୍ୱାଦଶ କଳିଙ୍ଗ ପୁସ୍ତକ ମେଳରେ ଦେଖିବାକୁ ମିଳି ଥିଲା ମୁସଲିମ୍ ଧର୍ମ ସଂପର୍କିତ ପୁସ୍ତକର ଷ୍ଟଲ୍ ଟିଏ । ‘ମୁସଲିମ୍ ଧର୍ମ ସଂପର୍କିତ ପୁସ୍ତକ ବିକ୍ରି ଆମର ବାସ୍ତବ ଲକ୍ଷ୍ୟ ନୁହେଁ, ଏହି ଧର୍ମକୁ ନେଇ ଚାଲି ଥିବା ଅପପ୍ରଚାରକୁ ପ୍ରତିହତ କରି ଲୋକଙ୍କ ଆଗରେ ସଠିକ ତଥ୍ୟ ରଖିବା ହେଉଛି ଆମର ଲକ୍ଷ୍ୟ ବୋଲି ଶେଷ ଦିବସ ସନ୍ଧ୍ୟାରେ ଷ୍ଟଲ୍ ରେ ଉପସ୍ଥିତ ବିକ୍ରେତା ‘ମୋଅନୁଭବ.କମ୍’କୁ କହିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS