ଆଇ-ସ୍ୟାଡୋରେ ତିଆରି କରନ୍ତୁ ନିଜ ମନପସନ୍ଦର ନେଲ୍ ପଲିସ୍
ଆଇ-ସ୍ୟାଡୋରେ ଥିବା ବିଭିନ୍ନ ରଙ୍ଗକୁ ନେଇ ନିଜ ମନମୁତାବକ ରଂଗର ନେଲ୍ପଲିସ୍ ପ୍ରସ୍ତୁତ କରାଯାଇ ପାରିବ ।
ଏଥି ସକାଶେ ଆବଶ୍ୟକ ସାମଗ୍ରୀ ହେଉଛି –
– ଗୋଟିଏ ଟ୍ରାନ୍ସପରେଂଟ ନେଲ୍ ପଲିସ୍
– ୪ ଗ୍ରାମ୍ ଆଇ-ସ୍ୟାଡୋ
– ଅଏଲ୍ ପେପର ଗୋଟିଏ
– ଟୁଥ୍ ପିକ୍
ପ୍ରସ୍ତୁତି ପ୍ରଣାଳୀ
– ଅଧା ବୋତଲ ଟ୍ରାନ୍ସପରେଂଟ ନେଲପଲିସ୍ରେ ୪ ଗ୍ରାମ ଆଇ-ସ୍ୟାଡୋକୁ ଭଲ ଭାବେ ଘାଂଟି ଅଏଲ୍ ପେପର ସାହାଯ୍ୟରେ ବୋତଲରେ ପକାନ୍ତୁ ।
– ଟୁଥ୍ ପିକ୍ରେ ବୋତଲରେ ପକାଇ ଥିବା ଆଇ-ସ୍ୟାଡୋକୁ ରଙ୍ଗ ଆସିବା ଯାଏଁ ଭଲ ଭାବେ ମିଶାନ୍ତୁ ।
– ମିଶାଇବା ପରେ ତାହାକୁ ନେଲ୍ ପଲିସ୍ ଭଳି ବ୍ୟବହାର କରିପାରିବେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS