ତାଲାବନ୍ଦ ଉଠିବା ପରେ ମଧ୍ୟ ସରକାରୀ କର୍ମଚାରୀ ଘରୁ କାମ କରିବେ
ନୂଆଦିଲ୍ଲୀ, ମେ’ ୧୫: କୋଭିଡ଼-୧୯ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଘରେ ରହି କାମ କରିବେ । ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଏହି ବ୍ୟବସ୍ଥା ଚାଲୁ ରହିବ । ଏସଂପର୍କିତ ଚିଠା ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇ ବିଭିନ୍ନ ମନ୍ତ୍ରଣାଳୟକୁ ମତାମତ ପାଇଁ ପଠା ଯାଇଛି । ମେ’ ୨୧ ତାରିଖ ସୁଦ୍ଧା ମତାମତ ଦେବାକୁ ନିର୍ଦେଶ ଦିଆଯାଇଛି । ଯେଉଁ ମନ୍ତ୍ରଣାଳୟରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମତାମତ ମିଳିବ ନାହିଁ ତାହା ସଂପୃକ୍ତ ମନ୍ତ୍ରରାଳୟ ନୀରବ ସମ୍ମତି ବୋଲି ଧରି ନିଆଯିବ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS