୯୦ ବର୍ଷ ବୟସରେ ଆମେରିକାରେ ପଣ୍ଡିତ ଯଶରାଜ୍ ଙ୍କ ନିଧନ
୯୦ ବର୍ଷ ବୟସରେ ଆମେରିକାରେ ପଣ୍ଡିତ ଯଶରାଜ୍ ଙ୍କ ନିଧନ … ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସେ ଥିଲେ ଜଣେ ମାଇଲ ଖୁଣ୍ଟ । ସେ ପଦ୍ମ ବିଭୂଷଣ ସମ୍ମାନ ସମେତ ଅନେକ ସମ୍ମାନରେ ଭୂଷିତ ଥିଲେ । ଆ ମେରିକାର ନିଉଜର୍ସିରେ ଆଜି ତାଙ୍କ ନିଧନ ଘଟିଥିବା ତାଙ୍କ ଝିଅ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋଭିନ୍ଦ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଏହି ଦୁଃଖଦ ଖବର ପାଇବା ପରେ ପଣ୍ଡିତ ଯଶରାଜଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS