ଜୋ ବାଇଡନ ଆମେରିକାର ୪୬ତମ ରାଷ୍ଟ୍ରପତି
ଜୋ ବାଇଡନ ଆମେରିକାର ୪୬ତମ ରାଷ୍ଟ୍ରପତି ହେଲେ । ସେ ନିର୍ବାଚନ ଜିତି ଯାଇଥିବା ସିଏନଏନ୍, ବିବିସି ଓ ଏପି ଖବର ସ୍ପଷ୍ଟ କରିଛି । ତେବେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ତାହା ମାନିବାକୁ ପ୍ରସ୍ତୁତ ନଥିବା ଖବର ଆସୁଛି । ବାଇଡେନ ପେଂସାଲଭାନିଆ ପ୍ରଦେଶକୁ ଆଜି ଜିତି ନେବା ପରେ ବହୁମତରେ ରାଷ୍ଟ୍ରପତି ନିର୍ବାଚନ ଜିତିିଥିବା ଖବର ଆସିଛି । କମଳା ହା ରିସ୍ ହେବେ ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି । ଯେଉଁମାନେ ଭୋଟ ଦେଇଛନ୍ତି ଓ ଯେଉଁମାନେ ଭୋଟ ଦେଇ ନାହାନ୍ତି ମୁଁ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବି ବୋଲି ରାଷ୍ଟ୍ରପତି ବାଇଡନ ନିର୍ବାଚିତ ହେବା ପରେ ଘୋଷଣା କରିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS