ବ୍ରିଟେନରେ ରବିବାରରୁ ତାଲା ବନ୍ଦ୍ ଘୋଷଣା
ବ୍ରିଟେନରେ କରୋନାର ନୂଆ ରୂପରେ ଫେରିଛି କରୋନା ମହାମାରୀ । ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପୁ ଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇଛି । ବ୍ରିଟେନରେ ରବିବାର ଠାରୁ ପୁଣି ତାଲା ବନ୍ଦ୍ ଘୋଷଣା ହୋଇଯାଇଛି । ନୂଆ ଭାଇରସ ଆତଙ୍କ ଯୋଗୁଁ ଜର୍ମାନୀ, ନେଦରଲାଣ୍ଡ, ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ବ୍ରିଟେନ ସହିତ ଯାତ୍ରୀ ବିମାନ ସେବା ବାତିଲ କରି ଦେଇଛନ୍ତି। ଭାରତ ମଧ୍ୟ ଏଭଳି କଟକଣା ଜାରି କରିପାରେ ବୋଲି ସୂଚନା ମିଳିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS