Latest News
-
ଓଡ଼ିଶାରେ ୨୪ରୁ ଅନ୍ ଲାଇନ୍ ରେ ମିଳିବ ବିଦେଶୀ ମଦ, କିନ୍ତୁ ୫୦ ପ୍ରତିଶତ ଅଧିକ ମୂଲ୍ୟରେ
ଭୁବନେଶ୍ୱର, ମେ’୨୩ ମୋଅନୁଭବ.କମ୍ ରାଜ୍ୟରେ ଆସନ୍ତା କାଲିଠାରୁ ବିଦେଶୀ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଇଛନ୍ତି । ତେବେ, ରିଟେଲ୍ ଆଉଟଲେଟ୍ ମାଧ୍ୟମରେ ନୁହେଁ, ଅନ୍ ଲାଇନ୍ ରେ ଲୋକଙ୍କୁ ବିଦେଶୀ ... -
ପ୍ରଧାନମନ୍ତ୍ରୀ କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିଲେ, ପଶ୍ଚିମ ବଂଗକୁ ହଜାରେ ତ ଓଡ଼ିଶାକୁ ୫୦୦କୋଟି
ପ୍ରସାଦ ରାଓ ଭୁବନେଶ୍ୱର, ମେ’୨୨ ଦେଶରେ କରୋନା ଭଳି ସାଂଘାତିକ ମହାମାରୀର ମୁକାବିଲା ଚାଲି ଥିବା ମହାବାତ୍ୟା ଆମ୍ଫାନ୍ ପଡୋଶୀ ରାଜ୍ୟ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିବା ବେଳେ ଓଡ଼ିଶାରେ ଗଭୀର ଛାପ ... -
କୋଭିଡ଼-୧୯: ବିଶ୍ୱରେ ୫ ନିୟୁତ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟାରେ ଆମେରିକା ପଛକୁ ୟୁକେ
ନୂଆଦିଲ୍ଲୀ, ମେ’୨୧ କୋଭିଡ଼-୧୯ ମହାମାରୀରେ ବିଶ୍ୱରେ ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ନିୟୁତ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୨୮,୦୦୦ ଟପିଛି । ଜନସ୍ ହପକିନ୍ସ ବିଶ୍ୱବିଦ୍ୟାଳୟର କରୋନା ଅପଡେଟ୍ରୁ ଏହା ... -
ମୁମ୍ବାଇ ସ୍ଥିତି ସୁଧୁରିନି, ଲୋକାଲ୍ ଟ୍ରେନ୍ ଚଳାଚଳ ଆରମ୍ଭ
ମୁମ୍ବାଇ, ମେ’୨୧ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣ ବଢି ଚାଲିଛି । ବୁଧବାର ମୁମ୍ବାଇରେ ୧,୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବ ପରେ ଗୁରୁବାର ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ... -
ଘରୋଇ ବିମାନ ଉଡିବ; ତେବେ, ଗ୍ରୀନ ଷ୍ଟାଟସ୍ ଯାତ୍ରୀ ହିଁ ଯାତ୍ରା ସୁଯୋଗ ପାଇବେ
ନୂଆଦିଲ୍ଲୀ, ମେ’୨୧ ଦେଶରେ କରୋନା ମୁକାବିଲା ପାଇଁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଚାଲିଛି । ତାଲାବନ୍ଦ ଭିତରେ ମାର୍ଚ୍ଚ ୨୫ରୁ ଦେଶରେ ବିମାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହି ଥିଲା । ଠିକ୍ ... -
ଆମ୍ଫାନ୍ ମହାପ୍ରଳୟ, ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ କ୍ଷୟକ୍ଷତି ଅନୁଧ୍ୟାନ କରିବେ
ଭୁବନେଶ୍ୱର, ମେ’୨୧ ମୋଅନୁଭବ.କମ୍ ଆମ୍ଫାନ ମହାପ୍ରଳୟରେ ପଶ୍ଚିମ ବଂଗରେ ବ୍ୟାପକ କ୍ଷତି ହୋଇଛି । ରାଜ୍ୟରେ ୭୨ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ କ୍ଷୟକ୍ଷତିର ପରିମାଣ ଏକ ଲକ୍ଷ କୋଟି ଟଙ୍କାରୁ ... -
କରୋନା ଡାଏରୀ (୩)… ମଦ୍ୟପଙ୍କ ଚିନ୍ତାକୁ ବଳି ଗଲା ସରକାରଙ୍କ ଚିନ୍ତା !
– ପ୍ରସାଦ ରାଓ – ଭୁବନେଶ୍ୱର, ମେ’୧୯ ମଦ ନ ଥିଲେ ମଦୁଆ ହୁଏ ବାଉଳା, ଏକଥା ସମସ୍ତେ ଜାଣନ୍ତି । ମଦର ତଲବ୍ ଅନେକ ସମୟରେ ସେମାନଙ୍କୁ ‘ମର୍ଯ୍ୟାଦା’ ନାମକ ଶବ୍ଦକୁ ... -
ଦେଶର ସର୍ବାଧିକ କରୋନା ସଂକ୍ରମିତ ପୌରାଂଚଳ ମଧ୍ୟରେ ବ୍ରହ୍ମପୁର ରହିଛି !
ନୂଆଦିଲ୍ଲୀ, ମେ’୧୯ ମୋଅନୁଭବ.କମ୍ ଦେଶରେ କରୋନା ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୩୦ଟି ପୌରାଂଚଳକୁ ଅଧିକ ସଂକ୍ରମିତ ଭାବେ ଚିହ୍ନଟ କରିଛନ୍ତି ... -
ସମସ୍ତ ଶ୍ରେୟ ଗୋଟାଇବାକୁ କେଜରୀୱାଲ ବ୍ୟଗ୍ର
ନୂଆଦିଲ୍ଲୀ, ମେ’୧୯ ମୋଅନୁଭବ.କମ୍ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ କରିଥିଲେ । ମେ’୧୭ରେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ସରୁ ... -
ଖେଳାଳୀଙ୍କ ପାଇଁ ଷ୍ଟାଡିୟମ ଖୋଲିଲା, କିନ୍ତୁ ଦର୍ଶକଙ୍କୁ ମନା
ନୂଆଦିଲ୍ଲୀ, ମେ’୧୯ ମୋଅନୁଭବ.କମ୍ କରୋନା ମୁକାବିଲା ପାଇଁ ମେ’୧୮ରୁ ଦେଶରେ ଚତୁର୍ଥ ଦଫା ତାଲାବନ୍ଦ ଆରମ୍ଭ ହୋଇଛି । ପୂର୍ବ ତିନି ଦଫା (ମାର୍ଚ୍ଚ ୨୫ରୁ ମେ’୧୭) ତାଲାବନ୍ଦ ସମୟରେ କେନ୍ଦ୍ର ସରକାର ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS