ELECTION 2019
-
୨୦୧୯ ନିର୍ବାଚନରେ କୋଟିପତି ଓ ଅପରାଧ ରେକର୍ଡ ଥିବା ପ୍ରାର୍ଥୀ ଅଧିକ
ଭୁବନେଶ୍ୱର, ୩୦/୪ (ମୋଅନୁଭବ): ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନରେ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୨୦୧୪ ତୁଳନାରେ ୧୦ ପ୍ରତିଶତ ବଢିଛି । ୨୦୧୯ରେ ପୁନର୍ବାର ପ୍ରାର୍ଥୀ ହୋଇ ନିର୍ବାଚନ ଲଢି ଥିବା ୮୯ ... -
ଫୋକସ୍ ରେ ପାଟକୁରା
– ପ୍ରସାଦ ରାଓ – ଭୁବନେଶ୍ୱର, ୩୦ ଏପ୍ରିଲ: ସୋମବାର ସନ୍ଧ୍ୟାରେ ଓଡ଼ିଶାରେ ଭୋଟ ସରିଛି । ରାଜ୍ୟର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରୁ ୧୪୬ଟି ଆସନରେ ନିର୍ବାଚନ ହୋଇଛି ... -
ଓଡ଼ିଶାରେ ଭୋଟ ସରିବ ୨୯ରେ , ମତଦାନ କମିଛି
ଓଡ଼ିଶାରେ ଏପ୍ରିଲ ୧୧ରୁ ଆରମ୍ଭ ଚାଲି ଥିବା ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ୨୯ରେ ସରିବାକୁ ଯାଉଛି । ଚାରି ପର୍ଯ୍ୟାୟରୁ ତିନି ପର୍ଯ୍ୟାୟ ନିର୍ବାଚନ ସରିଲାଣି । ରାଜ୍ୟର ୨୧ ... -
ମହାରଥୀଙ୍କ ଜେଲ୍ ରହଣୀ ବଢୁଛି !
ପିପିଲିର ମହାବଳ ଥିଲେ ବିଧାୟକ ପ୍ରଦୀପ ମହାରଥୀ । ଦାମ ବାବୁ (ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ)ଙ୍କ ଭଳି ପ୍ରଦୀପଙ୍କ ସୁନାମ ରହିଛି ସମୟକାଳ ଦେଖି ବିବାଦୀୟ ମନ୍ତବ୍ୟ ଦେବାରେ । ତାଙ୍କ ... -
ଓଡ଼ିଶା ରାଜନୀତି – ନିର୍ବାଚନ ୨୦୧୯ : ପାଟକୁରା ଉପ ନିର୍ବାଚନ ମେ’ ୧୯ରେ
– ପ୍ରସାଦ ରାଓ – ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ମେ’ ୧୯ ତାରିଖରେ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ବୁଧବାର ... -
ରଣପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ସନ୍ତୋଷ ସାହୁଙ୍କ ସହ ‘ମୋ ଅନୁଭବ’ ମୁଖ୍ୟ ସଂପାଦକ ପ୍ରସାଦ ରାଓଙ୍କ ସାକ୍ଷାତକାର
ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଣପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ସନ୍ତୋଷ ସାହୁଙ୍କ ସହ ‘ମୋ ଅନୁଭବ’ ମୁଖ୍ୟ ସଂପାଦକ ପ୍ରସାଦ ରାଓଙ୍କ ସାକ୍ଷାତକାର । ଶ୍ରୀ ... -
Naveen Pattnaik Fitness Video
kaha tharu health certificate nabaku chesta karuchanti Odisha Cm Naveen Pattnaik…? BJP tharu, naa Odisha ra voter nka tharu ! CM sakalu uthi kasarat ... -
୨୦୧୯: ବିଗ୍ ଫାଇଟ୍ – ବ୍ରହ୍ମପୁର
– ପ୍ରସାଦ ରାଓ – ଭୁବନେଶ୍ୱର, ୨୪ ମାର୍ଚ୍ଚ: ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ । ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନ ଏହି ପର୍ଯ୍ୟାୟରେ ରହିଛି । ଶାସକ ବିଜେଡ଼ି, ... -
ଓଡ଼ିଶାରେ ଚାରି ପର୍ଯ୍ୟାୟ ଭୋଟ
– ମୋଅନୁଭବ ମିଡ଼ିଆ- ଭୁବନେଶ୍ୱର ମାର୍ଚ୍ଚ ୧୨: ୨୦୧୪ରେ ଓଡ଼ିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ଦୁଇ ପର୍ଯ୍ୟାୟରେ ହୋଇ ଥିବା ବେଳେ ୨୦୧୯ରେ ସେଥିରେ ବ୍ୟତିକ୍ରମ ଘଟିଛି । ଭାରତୀୟ ନିର୍ବାଚନ ... -
୨୦୧୯ ସାଧାରଣ ନିର୍ବାଚନ: ଏପ୍ରିଲ ୧୧ରୁ ମେ’ ୧୯ ପର୍ଯ୍ୟନ୍ତ ଭୋଟ, ମେ’ ୨୩ରେ ଗଣତି ଓ ଫଳାଫଳ
ନୂଆଦିଲ୍ଲୀ, ୧୦ ମାର୍ଚ୍ଚ: ଆଜି ସନ୍ଧ୍ୟାରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରା ଯାଇଛି । ଏପ୍ରିଲ ୧୧ ତାରିଖରୁ ମେ’ ୧୯ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS