Breaking News
-
ସିଡିଏସ ଜେନେରାଲ ବିପିନ ରାୱତଙ୍କ ବିମାନ ଦୁର୍ଘଟଣା ‘ମାନବିକ ତୃଟି’ ଜନିତ ଥିଲା !
ପ୍ରସାଦ ରାଓ ଡିସେମ୍ବର ୨୦ ୨୦୨୧ ଡିସେମ୍ବର ୦୮ତାରିଖ ମଧ୍ୟାହ୍ନରେ ତାମିଲନାଡୁରର କୁନ୍ନୁର ପାର୍ବତ୍ୟାଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବିମାନ ବାହିନୀର ଦୁଇ ଇଂଜିନ ବିଶିଷ୍ଟ ଏମଆଇ ୧୭ ଭି୫ ହେଲିକପ୍ଟର ‘ମାନବୀୟ ... -
ରାହୁଲଙ୍କ ବିରୋଧରେ ପୁଲିସର ମାମଲା, କଂଗ୍ରେସର ଅଭିଯୋଗକୁ ନେଇ ନିରବ ?
ପ୍ରସାଦ ରାଓ ଡିସେମ୍ବର ୨୦ ଗୁରୁବାର ସକାଳେ ସଂସଦର ମୁଖ୍ୟ ପ୍ରବେଶ ଦ୍ୱାର ବା ମକର ଦ୍ୱାରରେ କଂଗ୍ରେସ ଓ ବିଜେପି ସାଂସଦଙ୍କ ମଧ୍ୟରେ ହୋଇଥିବା ହାତାହାତି ଘଟଣାରେ ଦିଲ୍ଲୀ ପୁଲିସ ବିଜେପି ... -
ଭାରତୀୟ ସଂସଦ ପାଲଟିଲା ରଣଭୂମୀ ?
ପ୍ରସାଦ ରାଓ ଡିସେମ୍ବର ୧୯ ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା କାଲି ଶେଷ ହେବାକୁ ଥିବା ବେଳେ ଆଜି ସଂସଦର ପ୍ରବେଶ ଦ୍ୱାରରେ ବିଜେପି-କଂଗ୍ରେସ ସାଂସଦଙ୍କ ମଧ୍ୟରେ ହାତାହାତି ହୋଇ ଦୁଇ ଜଣ ... -
ବିଜେଡି ସାଂସଦଙ୍କୁ ସଫେଇ ଦେବାକୁ ପଡୁଛି କାହିଁକି ?
ପ୍ରସାଦ ରାଓ ଡିସେମ୍ବର ୧୮ ୨୦୨୪ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ବିଜେଡି ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି । ଲୋକସଭାରେ ଦଳର ଜଣେ ହେଲେ ସାଂସଦ ନଥିବା ବେଳେ ରାଜ୍ୟସଭାରେ ... -
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଲୋକସଭାରେ ଉପସ୍ଥାପିତ
ପ୍ରସାଦ ରାଓ ନୂଆଦିଲ୍ଲୀ/ଡିସେମ୍ବର ୧୭ ସଂସଦର ଶୀତକାଳୀନ ଅଧିବେଶନ ଅବସରରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ପକ୍ଷରୁ ଲୋକସଭାରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଆଗତ ହୋଇଛି । ବିରୋଧୀଙ୍କ ... -
ପୁନଶ୍ଚ ବିଜେପିର ନିକଟତର ହେଉଛି କି ନବୀନଙ୍କ ବିଜେଡି ?
ପ୍ରସାଦ ରାଓ ଡିସେମ୍ବର ୧୪ ଓଡ଼ିଶାରେ ସାତ ମାସ ହେଲା ଶାସନ ବଦଳିଛି । ୨୦ ବର୍ଷର ବିଜେଡି ସରକାରଙ୍କୁ କ୍ଷମତାଚ୍ୟୁତ କରି ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର କରିଛି ... -
ତେଲୁଗୁ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ଗିରଫ, ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ
ପ୍ରସାଦ ରାଓ ଡିସେମ୍ବର ୧୩ ଡିସେମ୍ବର ୦୪ ତାରିଖ ଦିନ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ନୂଆ ଫିଲ୍ମ ତଥା ‘ପୁଷ୍ପା-୧’ର ସିକ୍ୱେଲ ‘ପୁଷ୍ପା-୨: ଦି ରୁଲ୍’ର ସ୍କ୍ରିନିଂ ସମୟରେ ... -
ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜରୀୱାଲ ମଧ୍ୟ ଖେଳିଲେ ‘ମହିଳା କାର୍ଡ’ !
ପ୍ରସାଦ ରାଓ ଡିସେମ୍ବର ୧୨ ବିଭିନ୍ନ ରାଜ୍ୟରେ ନିର୍ବାଚନ ଆସିଲେ ମହିଳାଙ୍କ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଘୋଷଣା କରାଯାଉଛି । କ୍ଷମତାକୁ ଆସିଲେ ସେମାନଙ୍କ ନିଦ୍ଧିଷ୍ଟ ... -
ଦଳୀୟ ରାଜନୀତି ନିକଟରେ ଫିକା ପଡି ଯାଉଛି ସାମ୍ବିଧାନିକ ବିଧି ବ୍ୟବସ୍ଥା ?
ପ୍ରସାଦ ରାଓ ଡିସେମ୍ବର ୧୧ ସଂସଦରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କୁ ସମାନ ଗୁରୁତ୍ୱ ଦେବା ଅଧ୍ୟକ୍ଷମାନଙ୍କ ଦାୟିତ୍ୱ ହୋଇଥିବା ବେଳେ ଗଲା କିଛି ବର୍ଷ ହେଲା ସେଥିରେ ବ୍ୟତିକ୍ରମ ... -
ରାଜ୍ୟସଭା ଅଧ୍ୟକ୍ଷ ଧନକରଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ
ପ୍ରସାଦ ରାଓ ଡିସେମ୍ବର ୧୦ ରାଜ୍ୟସଭା ଅଧ୍ୟକ୍ଷ ଥିବା ଉପ ରାଷ୍ଟ୍ରପତି ଜଗଦୀପ ଧନକରଙ୍କ ବିରୋଧରେ ଆଜି ଆସିଛି ଅନାସ୍ଥା ପ୍ରସ୍ତାବ । ବିରୋଧୀ ‘ଇଣ୍ଡି’ ମେଂଟ ପକ୍ଷରୁ ଏହି ପ୍ରସ୍ତାବ ଆସିଛି ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS