Sports
-
ଆଇପିଏଲ୍-୨୦୨୦: ଦୁବାଇରେ କରୋନା ପରୀକ୍ଷା, ଦୁଇ ଖେଳାଳୀଙ୍କ ସମେତ ୧୩ ଅଫିସିଆଲ୍ ପଜେଟିଭ୍
ମୋଅନୁଭବ.କମ୍ ଦୁବାଇ/ଅଗଷ୍ଟ ୨୯ ସେପ୍ଟେମ୍ବର ୧୯ରୁ ଦୁବାଇର ତିନିଟି ସହରରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍-୨୦୨୦କୁ ନେଇ ପ୍ରଥମ ଦୁଃଖଦ ଖବର ଆସିଛି । ଏଥରେ ଭାଗ ନେବାକୁ ସେଠାରେ ପହଂଚି ଥିବା ... -
ତିନିଟି ଅଲଂପିକ୍ସରେ ଭାରତକୁ ସ୍ୱର୍ଣ୍ଣ ଦେଇଥିଲେ ପଦ୍ମଶ୍ରୀ ବଲବୀର ସିଂହ ଦୋସାଂଜ୍
ପ୍ରସାଦ ରାଓ ମେ’୨୮ ଆଜିର ଦିନରେ କ୍ରିକେଟ୍ ଆନ୍ତର୍ଜାତିକ ସ୍ତରରେ ଭାରତକୁ ପ୍ରତିଷ୍ଠିତ କରିଥିଲେ ମଧ୍ୟ ହକିକୁ କେହି ଭୁଲି ପାରି ନାହାନ୍ତି । ଭାରତୀୟ ହକିର କିମ୍ବଦନ୍ତୀ କହିଲେ ମେଜର ଧ୍ୟାନଚାନ୍ଦଙ୍କୁ ... -
ଖେଳାଳୀଙ୍କ ପାଇଁ ଷ୍ଟାଡିୟମ ଖୋଲିଲା, କିନ୍ତୁ ଦର୍ଶକଙ୍କୁ ମନା
ନୂଆଦିଲ୍ଲୀ, ମେ’୧୯ ମୋଅନୁଭବ.କମ୍ କରୋନା ମୁକାବିଲା ପାଇଁ ମେ’୧୮ରୁ ଦେଶରେ ଚତୁର୍ଥ ଦଫା ତାଲାବନ୍ଦ ଆରମ୍ଭ ହୋଇଛି । ପୂର୍ବ ତିନି ଦଫା (ମାର୍ଚ୍ଚ ୨୫ରୁ ମେ’୧୭) ତାଲାବନ୍ଦ ସମୟରେ କେନ୍ଦ୍ର ସରକାର ... -
ଟ୍ୱେଂଟି-୨୦ ବିଶ୍ୱ କପ୍ କ୍ରିକେଟ୍ ଘୁଂଚିପାରେ
ନୂଆଦିଲ୍ଲୀ, ମେ’୧୭ ଆସନ୍ତା ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ୱେଂଟି-୨୦ ବିଶ୍ୱକପ୍ କ୍ରିକେଟ୍ କରୋନା ମହାମାରୀ ପାଇଁ ଘୁଂଚିପାରେ । ଏଭଳି ସୂଚନା ଆସିଛି ... -
ଖେଳାଳୀଙ୍କ ଦରମା କଟିବା ଶେଷ ବିକଳ୍ପ ହେବ
ନୂଆଦିଲ୍ଲୀ, ମେ’୧୭ କରୋନା ମହାମାରୀ ଯୋଗୁ ଅନ୍ୟାନ୍ୟ କ୍ଷେତ୍ର ଭଳି ଦେଶର କ୍ରୀଡ଼ା କ୍ଷେତ୍ର ମଧ୍ୟ ଘୋର ଅନିଶ୍ଚୟତା ମଧ୍ୟ ଦେଇ ଗତି କରୁଛି । ବିଭିନ୍ନ କ୍ରୀଡ଼ା ବାତିଲ ବା ସ୍ଥଗିତ ... -
ମହିଳା ଓ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ସ୍ଥଗିତ
ଦୁବାଇ, ମେ’୧୫ ମହିଳା ବିଶ୍ୱକପ୍ ଓ ୨୦୨୨ର ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟକୁ ଆଇସିସି ସ୍ଥଗିତ କରିଛି । ୨୦୨୧ ଜୁଲାଇ ୩ରୁ ୧୯ ତାରିଖ ପର୍ଯ୍ୟନ୍ତ ... -
୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱ କପ୍ ଫୁଟବଲ୍ ୨୦୨୧ରେ
ଚେନ୍ନାଇ, ମେ’୧୫ ୧୭ବର୍ଷରୁ କମ୍ ଫିଫା ମହିଳା ବିଶ୍ୱ କପ୍ ଫୁଟବଲ୍ ପ୍ରତିଯୋଗିତା୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ଆଂଚଳିକ ଆୟାଜନ କମିଟି ଗତ ମଙ୍ଗଳବାର ... -
ତାଲାବନ୍ଦ ଉଠିବା ପରେ ଇଲେଟ୍ ଆଥେଲେଟଙ୍କ ତାଲିମ ଆରମ୍ଭ: କିରଣ ରିଜ୍ଜୁ
ନୂଆଦିଲ୍ଲୀ ମେ’୧୧ ଦେଶରୁ ତାଲାବନ୍ଦ ଉଠିବା ପରେ ଇଲେଟ୍ ଆଥେଲେଟ୍ଙ୍କ ତାଲିମ ଆରମ୍ଭ ହେବ । ସେ ପର୍ଯ୍ୟନ୍ତ ୈଧ÷ର୍ଯ୍ୟର ଅପେକ୍ଷା କରିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍ଜୁ ଖେଳାଳୀ ଓ ... -
ପାରା-ଆଥେଲେଟ୍ ଦୀପା ମଲ୍ଲିକଙ୍କ ଅବସର ଘୋଷଣା
ଭୁବନେଶ୍ୱର ମେ’୧୧ ପାରା-ଆଥେଲେଟ୍ ଦୀପା ମଲ୍ଲିକ ଭାରତୀୟ ପାରାଅଲଂପିକ୍ କମିଟିର ସଭାପତି ହୋଇଥିବା ଯୋଗୁଁ ନ୍ୟାସନାଲ ସ୍ପୋର୍ଟସ୍ କୋଡ୍ ଗାଇଡଲାଇନ୍ ମୁତାବକ ପାରା-ଆଥେଲିଟିକ୍ସରୁ ଅବସର ନେଇଛନ୍ତି । ସୋମବାର ଟ୍ୱିଟର୍ ମାଧ୍ୟମରେ ସେ ... -
India beat Australia by 36 runs and level series
Kuldeep Yadav bowled a game-changing 38th over to complement a KL Rahul blinder as India levelled the series with a comfortable 36-run victory over ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS