ବୁଲ୍ଗେରିଆର କୁପ୍ରଥା
ବୁଲ୍ଗେରିଆରେ ପ୍ରଚଳିତ ହୁଏ ଏକ ବିଚିତ୍ର କୁପ୍ରଥା ‘ତ୍ରିଚାନୀ’ । ଏହି ପ୍ରଥା ଅନୁଯାୟୀ ଗାଁ ଲୋକ ଗୋଟିଏ ଜାଗାରେ ଏକତ୍ର ହୋଇ ଦୁଇଟି ଖୁଂଟରେ ଦଉଡି ବାନ୍ଧି ଗୋଟିଏ କୁକୁରକୁ ଝୁଲାଇ ସେତେ ପର୍ଯ୍ୟନ୍ତ ବୁଲାନ୍ତି ଯେତେ ପର୍ଯ୍ୟନ୍ତ କୁକୁରଟି ରସିରୁ ତଳକୁ ଖସି ପଡେ । ଗୋଟିଏ ଗାତରେ ପାଣି ଭର୍ତି ହୋଇ ଥାଏ । ସେଥିରେ କୁକୁରଟି ଛିଟିକି ପଡେ । ଏପରି କଲେ ଗ୍ରାମରେ ରାବିସ୍ ଏବଂ ଖରାପ ଆତ୍ମାର କୁପ୍ରଭାବ ବ୍ୟାପିବ ନାହିଁ ବୋଲି ସେମାନଙ୍କ ବିଶ୍ୱାସ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS