ଗଞ୍ଜାମ ଜିଲ୍ଲା ଆସିକା ଥାନ ପୁଲିସର ସଫଳତା । ପ୍ରତାପ ପୋଲାଇ ହତ୍ୟା ଘଟଣାରେ ଆଉ ଚାରି ଜଣ ଗିରଫ, ୧୨ ମାଉଜର, ଜୀବନ୍ତ ଗୁଳି, ୧୦ ମୋବାଇଲ, ତିନି ମୋଟର ସାଇକଲ, ନଗଦ ଟଙ୍କା ଜବତ । ଅନ୍ୟ କିଛି ଅପରାଧୀ ଏପର୍ଯ୍ୟନ୍ତ ଫେରାର ଅଛନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆସିକା ଥାନା ଅଧିକାରୀ ଓ ଏସଡ଼ିପିଓ ମିଡ଼ିଆକୁ ସୂଚନା ଦେଇଛନ୍ତି … (ସ୍ମିତାଲି ସ୍ନେହ ସ୍ନିଗ୍ଧା)
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS