ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଗଞ୍ଜାମ ଜିଲ୍ଲାର ସଫଳତା
ନିକଟରେ ଦେଓଗଡ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ – ୨୦୧୭ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୁବ ପ୍ରତିଭାମାନେ ଯୋଗ ଦେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗତାରେ ଭାଗ ନେଇ ଥିଲେ । ଏଥିରେ ଗଞ୍ଜାମ ଜିଲ୍ଲାରୁ ଭାଗ ନେଇ ଥିବା ରାଧେଶ୍ୟାମ ତରାଇ ଭାରତ ନାଟ୍ୟମ ଓ କୁଚୁପୁଡ଼ିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କର୍ଣ୍ଣାଟକୀ ସଂଗୀତରେ ଉମେଶ ପାତ୍ର ପ୍ରଥମ ହୋଇଛନ୍ତି । ଦଳଗତ ସଂଗୀତରେ ଓଡ଼ିଶୀ ସଂଗୀତ ପରିଷଦ ଦ୍ୱିତୀୟ ସ୍ଥାନ ଅଧିକାର କରିଛି …
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS