ଝଡ଼-ବର୍ଷାର ସତର୍କ ସୂଚନା ସମୟରେ କଟା ଯାଇ ଥିବା ଧାନକୁ ସୁରକ୍ଷିତ ରଖିବା ସକାଶେ ଗଞ୍ଜାମ ଜିଲ୍ଲାର ଚାଷୀ ପାଲ ଖଣ୍ଡେ ପାଇଁ ଡ଼ହଳ, ବିକଳ ହେଲେ । ବଜାରରେ ଜରି ପାଲଟିଏ ବି ମିଳିଲା ନାହିଁ । ଫଳରେ ଚାଷୀ ବାଧ୍ୟ ହେଲେ ସେମାନଙ୍କ ଉତ୍ପାଦିତ ଫସଲ ବର୍ଷା,ପାଣି ମାଡ ଖାଇ ଗଜା ହେବାକୁ । ଏପଟେ, ସରକାରୀ ବିଭାଗରେ ଥିବା ପାଲ ସବୁ ଉଇ ଖାଇ ଖତ ହେବା ପରେ ଟ୍ରକ୍ ରେ ବୁହା ହେଉଛି ଷ୍ଟୋର୍ କୁ …! ଫଟୋଟି ବ୍ରହ୍ମପୁର ସହରରେ ଥିବା ଏକ ସରକାରୀ କାର୍ଯ୍ୟାଳୟରୁ ୧୯ ତାରିଖ ବୁହା ହୋଉଥିବା ଉଇଖିଆ ଟାର୍ପେଲିନ୍ (ପାଲ) ବଂଡଲ୍ ର – ଫଟୋ: ଏମ. ଗୋପୀକ୍ରିଷ୍ଣା
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS