ପର୍ଯ୍ୟଟନ କେନ୍ଦ୍ର ତତ୍ପପାଣିରେ ‘ସ୍ୱଚ୍ଛ ଭାରତ’ର ନମୂନା !
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସ୍ୱଚ୍ଛ ଭାରତ’ ସ୍ଲୋଗାନ୍ କାମ କରୁନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲାରେ ! ରାଜ୍ୟ ଖାଦ୍ୟ, ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ନିକଟରେ ଥିବା ‘ତତ୍ପପାଣି ଉଷ୍ଣ ପ୍ରସ୍ରବଣ’ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଥିବା ସମୟରେ ସେଠାକୁ ଯାଉଥିବା ପର୍ଯ୍ୟଟକ ମାନେ ଦେଖୁଛନ୍ତି କଣ !! ଆମ ଅସ୍ୱଚ୍ଛତାକୁ …? ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ସୀମିତ ନ ରହି ଥରେ ଯାଇ ଦେଖି ଆସନ୍ତୁ ବ୍ରହ୍ମପୁର ଠାରୁ ୫୧ କିମି ଦୂରରେ ଥିବା ଏହି ପର୍ଯ୍ୟଟନ କେନ୍ଦ୍ରର ଦୂରବସ୍ଥାକୁ – ମୁଖ୍ୟ ସଂପାଦକ
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS