ସିଡ଼ବ୍ଲୁଏସ୍ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ


ରାଉରକେଲା,୧୨ ମାର୍ଚ୍ଚ : ରାଉରକେଲାର ସ୍ୱେଚ୍ଛାସେବୀ ସଂଗଠନ ‘କମ୍ୟୁନିଟି ୱେଲଫେୟାର ସୋସାଇଟି’ (ସିଡ଼ବ୍ଲୁଏସ୍) ପକ୍ଷରୁ ମାର୍ଚ୍ଚ ୮ ତାରିଖ ଦିନ ଶିତଳପଡା, ଗୋପବନ୍ଧୁପଲ୍ଲୀ, ସେକ୍ଟର-୨ ଓ ସେକ୍ଟର-୬ରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି । ସେକ୍ଟର-୬ରେ କେନ୍ଦ୍ର ସଂଯୋଜିକା ଆନିମେଟର ସୌଭାଗିନୀ,ସରିତା, ସୁଜାତା,ପଦ୍ମିନୀ,ବିଦେଶିନୀ ପ୍ରମୁଖ ଏହାର ସଂଯୋଜନା କରିଥିଲେ । ମାର୍ଟିନା ବାଗେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଥିଲେ ବି.କେ.ଶ୍ୱେତା,ସିଡ଼ବ୍ଲୁଏସ୍ର ଏସଭିଡ଼ି ଫାଦର ବେନେଚିନ୍, ନିର୍ଦେଶକ ଶ୍ରୀମତୀ ଜୟନ୍ତୀ, ଇନ୍ଦୁମତି ପଣ୍ଡା, ଫାଦର ରବି ଓ ଗୋପବନ୍ଧୁପଲ୍ଲୀର ସଂଯୋଜିକା ପ୍ରମିଳା । ବହୁ ସଂଖ୍ୟାରେ ମହିଳା ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS