ଭର୍ଚୁଆଲ୍ ରେ ଆୟୋଜିତ ହେଲା ଚତୁର୍ଦ୍ଦଶ ଚଉଷଠୀ ଯୋଗିନୀ ମହୋତ୍ସବ
କୋଭିଡ୍ କଟକଣା ଯୋଗୁଁ ବାଲିଅନ୍ତା ହିରାପୁରସ୍ଥିତ ଚଉଷଠୀ ଯୋଗିନୀ ମନ୍ଦିର ପରିସରରେ ଆୟୋଜନ ହେବାକୁ ଥିବା ଚତୁର୍ଦ୍ଦଶ ଚଉଷଠୀ ଯୋଗିନୀ ମହୋତ୍ସବ ବନ୍ଦ ହୋଇ ଭର୍ଚୁଆଲରେ ଆୟୋଜନ ହେଉଛି । ଡିସେମ୍ବର ୨୩ରୁ ୨୫ ତାରିଖ ଯାଏଁ ଏହି ମହୋତ୍ସବ ଭର୍ଚୁଆଲରେ ଚାଲିବ ।
ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ଭର୍ଚୁଆଲ ମହୋତ୍ସବରେ ଶ୍ରୀମତୀ ମିନାକ୍ଷୀ ବେହେରାଙ୍କୁ ଚଉଷଠୀ ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯିବ । ଏଥି ସହିତ ଶ୍ରୀଯୁକ୍ତ ସୁକାନ୍ତ କୁମାର କୁଣ୍ଡୁଙ୍କୁ ଚଉଷଠୀ ଯୋଗିନୀ ସଙ୍ଗୀତ ସମ୍ମାନ, ଶ୍ରୀଯୁକ୍ତ ଦେବାନନ୍ଦ ନାୟକଙ୍କୁ ଚଉଷଠୀ ଯୋଗିନୀ ନାଟ୍ୟ ସମ୍ମାନ ଏବଂ ଡ. ସୁଚେତା ପ୍ରିୟବାଦିନୀଙ୍କୁ ଚଉଷଠୀ ଯୋଗିନୀ କଳା ସମ୍ମାନରେ ସମ୍ମାନିତ କରାଯିବ ।
କାର୍ଯ୍ୟକ୍ରମ :-
୨୩.୧୨.୨୦୨୦
ଭୋକାଲ୍
ଗୁରୁ ସୁକାନ୍ତ କୁମାର କୁଣ୍ଡୁ
ଗ୍ରୁପ୍ ଓଡିଶୀ ନୃତ୍ୟ
ନୃତ୍ୟ ପ୍ରତିଭା
ସମ୍ବଲପୁରୀ ନୃତ୍ୟ
ଗୁରୁ ଗଙ୍ଗାଧର ଦାସ
ଖୋର୍ଦ୍ଧା ପାଇକ
ଶ୍ରୀ କବିରାଜ ପ୍ରଧାନ
୨୪.୧୨.୨୦୨୦
ଓଡିଶୀ ନୃତ୍ୟ
ଶ୍ରୀମତୀ କସ୍ତୁରୀ ପଟ୍ଟନାୟକ ଏବଂ ଦଳ
ଛଉ ନୃତ୍ୟ
ଗୁରୁ ଗଙ୍ଗାଧର ଦାସ
ଗୋଟିପୁଅ
ନାରାୟଣୀ ଗୋଟିପୁଅ କଳାପରିଷଦ
ଘୋଡା ନାଚ
ପଦ୍ମଶ୍ରୀ ଉତ୍ସବ ଦାସ
୨୫.୧୨.୨୦୨୦
ସୋଲୋ
ଶ୍ରୀମତୀ ମିନାକ୍ଷୀ ବେହେରା
ଗ୍ରୁପ୍ ଓଡିଶୀ ନୃତ୍ୟ
ଆଦୃତ
ଗ୍ରୁପ୍ ଓଡିଶୀ ନୃତ୍ୟ
କଳା ବିକାଶ କେନ୍ଦ୍ର, କଟକ
ଗୀତିନାଟ୍ୟ
ଶ୍ରୀଯୁକ୍ତ ନିଳାଦ୍ରୀ ବିହାରୀ ମହାପାତ୍ର ଏବଂ ଦଳ
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS