Author: Chief Editor
-
ଫିଫା ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଫୁଟବଲ୍: ଘାନାଠାରୁ ହାରିଲା ଭାରତ, ତୃତୀୟ ପରାଜୟ ପରେ ବିଶ୍ୱ କପ୍ ରୁ ବିଦାୟ
ନୂଆଦିଲ୍ଲୀ, ୧୩ ଅକ୍ଟୋବର: ଭାରତରେ ଚାଲିଥିବା ‘ଫିଫା’ ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟରେ ଭାରତୀୟ ଦଳର ପ୍ରଦର୍ଶନ ବେଶ୍ ଭଲ ଥିଲେ ମଧ୍ୟ ତିନିଟି ଯାକ ମ୍ୟାଚ୍ରେ ହାରି ... -
ଆରୁଷି ହତ୍ୟା ମାମଲାରେ ଆଲହାବାଦ ହାଇକୋର୍ଟଙ୍କ ରାୟ: ବାପା ରାଜେଶ ଓ ମା’ନୁପୁର ନିର୍ଦୋଷ
ଆଲହାବାଦ, ୧୩ ଅକ୍ଟୋବର: ବହୁ ଚର୍ଚ୍ଚିତ ଆରୁଷି ତଲୱାର-ହେମରାଜ ହତ୍ୟା ମାମଲାର ରାୟ ଗୁରୁବାର ଅପରାହ୍ନରେ ପ୍ରକାଶ ପାଇଛି । ଆଲହାବାଦ ହାଇକୋର୍ଟରେ ଏହା ଉପରେ ବିଚାରଣା ଚାଲି ଥିଲା। ମାନ୍ୟବର ହାଇକୋର୍ଟ ... -
୧୮ ବର୍ଷରୁ କମ୍ ବୟସ୍କା ପତ୍ନୀଙ୍କ ସହ ଜବରଦସ୍ତ ସଂଭୋଗ ଧର୍ଷଣ ଭାବେ ବିଚାର କରାଯିବ: ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ,୧୨ ଅକ୍ଟୋବର: ୧୮ ବର୍ଷରୁ କମ୍ ବୟସର ବିବାହିତା ବାଳିକାଙ୍କ ସହ ଜୋର୍ କରି ସଂଭୋଗକୁ ଧର୍ଷଣ ଭାବେ ବିଚାର କରାଯିବ ଏବଂ ବର୍ଷକ ମଧ୍ୟରେ ସଂପୃକ୍ତ ନାବାଳିକା ଥାନାରେ ମାମଲା ଦାଏର ... -
କୋରାପୁଟ ନାବାଳିକା ଗଣଧର୍ଷଣ ‘ରେଡ୍ ଫ୍ଲାଗ୍’ ମାମଲା !
ଭୁବନେଶ୍ୱର, ୧୨ ଅକ୍ଟୋବର: ମଙ୍ଗଳବାର ମଧ୍ୟାହ୍ନରେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ଥାନା ଅଂଚଳରେ ଘଟି ଥିବା ନାବାଳିକା ଦୁଷ୍କର୍ମ ମାମଲାକୁ ଓଡ଼ିଶା ପୁଲିସ ଡ଼ିଜି ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ‘ରେଡ୍ ... -
ଦୀପାବଳୀରେ ବାଣ ବିକ୍ରି ନିଷିଦ୍ଧ: ପୁନଃ ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଗଲେ ବାଣ ବ୍ୟବସାୟୀ
ନୂଆଦିଲ୍ଲୀ,୧୨ ଅକ୍ଟୋବର: ଦୀପାବଳୀ ଅବସରରେ ଦିଲ୍ଲୀ ଓ ଆଖପାଖ ଅଂଚଳରେ ବାଣ ବିକ୍ରି ଉପରେ ସୁପ୍ରିମ କୋର୍ଟଙ୍କ ନିଷେଧାଦେଶ ଜାରି ବାଣ ବ୍ୟବସାୟୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ନଭେମ୍ବର ... -
ଗୁଆହାଟୀରେ ଦ୍ୱିତୀୟ ଟ୍ୱେଂଟି ଟ୍ୱେଂଟି କ୍ରିକେଟ୍, ଭାରତକୁ ୮ ଉଇକେଟରେ ପରାଜିତ କଲା ଅଷ୍ଟ୍ରେଲିଆ, ଶୁକ୍ରବାର ଫାଇନାଲ ହାଇଦ୍ରାବାଦରେ
ଆସାମ ରାଜଧାନୀ ଗୁଆହଟୀର ବରସାରାପା ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟ୍ୱେଂଟି ଟ୍ୱେଂଟି କ୍ରିକେଟ୍ ମ୍ୟାଚରେ ଭାରତକୁ ୮ ଉଇକେଟ୍ରେ ପରାଜିତ କରି ଅଷ୍ଟ୍ରେଲିଆ ସିରିଜକୁ ୧-୧ରେ ବରାବର କରିଛି । ଅଷ୍ଟ୍ରେଲିଆର ମସେସ୍ ... -
କୋରାପୁଟ ଜିଲ୍ଲାରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ, ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ସଂପୃକ୍ତି ଅଭିଯୋଗ
କୋରାପୁଟ (ଅନୁଭବ ମିଡ଼ିଆ),୧୧ ଅକ୍ଟୋବର: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ମୁସୁଲିଗୁଡା ଗ୍ରାମର ଜଣେ ଆଦିବାସୀ ଛାତ୍ରୀଙ୍କୁ ଚାରି ଜଣ ଦୁର୍ବୁତ୍ତ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଘଟଣା ସମଗ୍ର ରାଜ୍ୟରେ ... -
FIFA U-17 Foot Ball World Cup: India lost the second Group A match against Colombia by 1-2
New Delhi, 10th Oct: The dream of indian Foot Ball team ended in a heartbreak following a defeate by 1-2 goals against Colombia in ... -
ଦିଲ୍ଲୀରେ ନଭେମ୍ବର ୧ ତାରିଖ ଯାଏଁ ବାଣ ବିକ୍ରି ବନ୍ଦ : ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ, ୯ ଅକ୍ଟୋବର: ଦିଲ୍ଲୀରେ ଏଥର ଦୀପାବଳିକୁ ପ୍ରଦୂଷଣମୁକ୍ତ ରଖିବା ସକାଶେ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ନିଷିଦ୍ଧ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ବାଣ ନ ଫୁଟାଇଲେ ... -
ଏ.ଏମ୍.ୟୁରୁ ‘ମୁସଲିମ୍’ ଓ ବି.ଏଚ୍.ୟୁରୁ ‘ହିନ୍ଦୁ’ ଶବ୍ଦ ବାଦ୍ ଦିଆଯାଉ – ୟୁଜିସି
ନୂଆଦିଲ୍ଲୀ, ୯ ଅକ୍ଟୋବର : ଆଲିଗଡ଼ ମୁସଲିମ୍ ୟୁନିଭରସିଟି ନାମରୁ ‘ମୁସଲିମ୍’ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ନାମରୁ ‘ହିନ୍ଦୁ’ ଶବ୍ଦକୁ ହଟାଇ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଓ ବନାରସ ବିଶ୍ୱବିଦ୍ୟାଳୟ ରଖା ଯିବାକୁ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS