ସ୍ୱାସ୍ଥ୍ୟକାରୀ କେଶର
ଅଣ୍ଡା କେଶରରେ ଅତ୍ୟଧିକ ପରିମାଣରେ ପୋଷକତତ୍ୱ ରହିଛି ।
– ଏଥିରେ ସେଲେନିୟମ୍ କପର୍ ରହିଛି । ଏହା ତ୍ୱଚାର ଔଜଲ୍ୟ ବୃଦ୍ଧି କରିବା
ସହିତ କେଶ ଘନ କଳା କରେ ।
– ଭିଟାମିନ୍-ଡି ଏବଂ ପ୍ରୋଟିନ୍ରେ ଭରପୁର ଅଣ୍ଡା କେଶର ହାଡ ଟାଣ କରେ ।
– କୋଲିନ୍ ସ୍ମରଣ ଶକ୍ତି ବଢ଼ାଏ ଏବଂ ଭିଟାମିନ୍ -କେ କର୍କଟ ରୋଗ ଆଶଙ୍କା
କମ୍ କରେ ।
– କେରୋଟେନାଇଡ୍ସ୍ ଦୃଷ୍ଟି ଶକ୍ତି ବଢ଼ାଏ ।
– ଏନିମିଆ (ରକ୍ତାଭାବ) ସମସ୍ୟାକୁ ଦୂର କରେ କେଶରରେ ଥିବା ଆଇରନ୍ ।
– ଫସଫରସ୍ ଦାନ୍ତ ମଜବୁଲ କରିବା ସହିତ ମାଢ଼ିକୁ ସୁସ୍ଥ ରଖେ ।
– ମ୍ୟାଗ୍ନେସିୟମ୍ ବିପି ନିୟନ୍ତ୍ରଣରେ ରଖେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS