ଏହି ବ୍ୟକ୍ତିଙ୍କୁ ହୁଏନି କଷ୍ଟ
ଏହି ବ୍ୟକ୍ତି ଜଣକ ହେଲେ ଟିମ୍ କ୍ରିଡ୍ଲେଣ୍ଡ୍ । ଟିମ୍ଙ୍କୁ ଦୁନିଆ ଜମୋରା ବା ଦି ଟର୍ଚର କିଙ୍ଗ୍ ନାମରେ ଜାଣନ୍ତି । ହେଲେ ସେ ଜଣେ ଆମେରିକୀୟ କରତବକାର ବା ପର୍ଫର୍ମର୍ । ସର୍କସ୍, ମେଳା ଆଦିରେ ସେ କରତବ ଦେଖାନ୍ତି । ସେ ଧାରୁଆ କଂଟା ନିଜ ପାଟିର ଆର୍ପାର୍ କରିପାରନ୍ତି । ଏହାଦ୍ୱାରା ତାଙ୍କୁ କୌଣସି କଷ୍ଟ ଅନୁଭବ ହୁଏ ନାହିଁ କିମ୍ବା ରକ୍ତସ୍ରାବ ହୁଏ ନାହିଁ । ଏପରି କରିବା ମେଡିଟେସନ୍ ବା ଧ୍ୟାନ ଦ୍ୱାରା ସମ୍ଭବ ବୋଲି ସେ କହନ୍ତି । କିନ୍ତୁ କାଲିଫର୍ଣ୍ଣିଆ ୟୁନିଭର୍ସିଟିର ଡାଃ. ଜାସୁଆଙ୍କ ମତରେ ଏହା ଆନୁବଂଶିକ । ଶରୀରରେ ଏସ୍ସିଏନ୍ଏ ଜିନ୍ରେ ପରିବର୍ତନ ଆସିଲେ ଏପରି ହୁଏ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS