ଅମର ରଖିବ ଟି-ସାର୍ଟ
କାନାଡାର ଲାବଲ୍ ୟୁନିଭର୍ସିଟି ବୈଜ୍ଞାନିକମାନେ ତିଆରି କରିଛନ୍ତି ଏକ ସ୍ମାର୍ଟ ଟି-ସାର୍ଟ, ଯାହା ମନୁଷ୍ୟକୁ ଶୀଘ୍ର ମୃତ୍ୟୁ ଆସିବାକୁ ଦେବ ନାହିଁ । ଏହାକୁ ପିନ୍ଧିବା ବ୍ୟକ୍ତି ଶ୍ୱାସ ଏବଂ ହୃତ୍ପିଣ୍ଡ ସମ୍ବନ୍ଧୀୟ ରୋଗବ୍ୟାଧି ଠାରୁ ଦୂରେଇ ରହିବ । ଏଥିରେ ଲାଗିଥିବା ଏକ ସୁକ୍ଷ୍ମ ଆଂଟିିନା ବ୍ୟକ୍ତିର ନିଶ୍ୱାସ-ପ୍ରଶ୍ୱାସ କ୍ରିୟାକୁ ମନିଟର୍ କରିବା ସହିତ ପ୍ରତ୍ୟେକ ନିଶ୍ୱାସର ଗଣତି କରେ । ଏହାର ଭିତର ପାଖରେ ସିଲଭର୍ ଆବରଣ ଦିଆଯାଇଥିବା ବେଳେ ବାହାର ପାଖରେ ଅପ୍ଟିକାଲ୍ ଫାଇବର୍ ଦିଆଯାଇଛି । ଏହାକୁ ପିନ୍ଧିବା ବ୍ୟକ୍ତି ନିଶ୍ୱାସ ନେଲେ ଏଥିରେ ଲାଗିଥିବା ଅପ୍ଟିକାଲ୍ ଫାଇବର୍ସର୍ରେ ଏକ ସିଗ୍ନାଲ୍ ଯାଏ ଏବଂ ଥୋରେକ୍ସ୍ର ଆକାରକୁ ବୃଦ୍ଧି କରିଦିଏ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS