ବିଜପେୟୀଙ୍କ ଜନ୍ମ ଦିବସରେ ବାଲୁଙ୍କେଶ୍ୱର ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ
ବ୍ରହ୍ମପୁର,୨୬ ।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ଅବସରରେ ୨୫ ତାରିଖ ଦିନ ବିଜେପି ଆସିକା ରୋଡ ମଂଡଳ ଶାଖା ତରଫରୁ ସଭାପତି ତ୍ରିନାଥ ମହାପାତ୍ରଙ୍କ ନେତୃତ୍ୱରେ ଆସିକା ରୋଡ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ହୋଇ ଯାଇଛି । ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସାଂପାଦିକା ଶ୍ରୀମତୀ ବବିତା ପାତ୍ର, ଏନ. ସୁରଜ କୁମାର, ସୁରେଶ ମହାରଣା, ସନ୍ତୋଷ କୁମାର ସାହୁ, ଅଜୟ ବିଷୋୟୀ. ଆକାଶ ନାୟକ ପ୍ରମୁଖ ବହୁ କର୍ମକର୍ତା ଏଥିରେ ଉପସ୍ଥିତ ଥିଲେ । ସେମାନେ ଅଟଳଜୀଙ୍କ ଦୀର୍ଘ ଜୀବନ ଓ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି କାମନା କରି ଏହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS