ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତାରା ତାରିଣୀ, ଚୈତ୍ର ମଙ୍ଗଳବାରରେ ଉତ୍ସବ ମୁଖର
ବ୍ରହ୍ମପୁର: ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା’ ତାରା ତାରିଣୀଙ୍କ ପୀଠ ଥିଲା ଉତ୍ସବ ମୁଖର…ଲକ୍ଷାଧିକ ମାନସିକଧାରୀ ଏହି ପୀଠକୁ ଆସି ଥିଲେ ମା’ଙ୍କ ଆଶୀର୍ବାଦ ନେବା ସହ ନିଜ ନିଜ ଛୁଆଙ୍କ ମୁଣ୍ଡନ କରାଇବା ପାଇଁ । ଚୈତ୍ର ମାସ ସରିବା ଯାଏଁ ପ୍ରତି ମଙ୍ଗଳବାର ଏଭଳି ଭିଡ଼ ଲାଗି ରହିବ । ମା’ଙ୍କ ଆଶୀର୍ବାଦ ପାଇଲେ ସବୁ କଷ୍ଠ ଦୂର ହୁଏ ଏବଂ ମନର ସମସ୍ତ କାମନା ପୂରଣ ହୁଏ, ଏହା ହେଉଛି ଗଞ୍ଜାମ ବାସୀଙ୍କ ବିଶ୍ୱାସ । ବ୍ରହ୍ମପୁର ସହର ଠାରୁ ପ୍ରାୟ ୩୦ କିମି ଦୂର ଏହି ପୀଠ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର.. (ମୋ ଅନୁଭବ ମିଡ଼ିଆ)
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS