ଦକ୍ଷିଣାଂଚଳ ରେଂଜର ନୂଆ ଡ଼ିଆଇଜି ଆଶିଷ ସିଂହ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ତିନି ବର୍ଷ ଧରି ସେ ଉଭୟ ବ୍ରହ୍ମପୁର ଓ ଗଂଜାମ ପୁଲିସ ଜିଲ୍ଲାର ଏସପି ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇ ଥିଲେ । ନିକଟରେ ସେ ଡ଼ିଆଇଜି ଭାବେ ପଦୋନ୍ନତି ପାଇଛନ୍ତି – ଫଟୋ: ଗୋପୀ କ୍ରିଷ୍ଣା

Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS