ସଡ଼କ ଦୁର୍ଘଟଣାରେ ବନ୍ଦର କର୍ମଚାରୀଙ୍କ ମୃତ୍ୟୁ


ଛତ୍ରପୁର, ୦୨ ଏପ୍ରିଲ (ମୋ ଅନୁଭବ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଛକରେ ବୁଲେଟ୍ ଦୁର୍ଘଟଣାରେ ଗୋପାଳପୁର ବନ୍ଦରର ଏଜିଏମ୍ (ଅପରେସନ୍) ପ୍ରତାପ ରଥଙ୍କ ମୃତ୍ୟୁ ଘଟି ଥିବା ଖବର ମିଳିଛି । ରବିବାର ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇ ଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ରଥଙ୍କ ଘର ଛତ୍ରପୁରରେ ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS