ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ-୨୦୧୯
ନୂତନ ବର୍ଷ -୨୦୧୯ ଉପଲକ୍ଷେ “ମୋ ଅନୁଭବ”ର ସମସ୍ତ ପାଠକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ୨୦୧୭ ଏପ୍ରିଲ୍ରୁ “ମୋ ଅନୁଭବ” ସହିତ ସଂପୃକ୍ତ ଥିବା ସମସ୍ତ ପାଠକ, ବିଜ୍ଞାପନଦାତା ଏବଂ ଶୁଭେଚ୍ଛୁମାନଙ୍କୁ ଅଶେଷ ଧନ୍ୟବାଦ । ଆପଣଙ୍କ ସହଯୋଗରୁ ଆମେ ଲକ୍ଷ୍ୟାଧିକ ପାଠକଙ୍କ ନିକଟତର ହୋଇଛୁ । ପାଖାପାଖି ୧୨ ଲକ୍ଷ ପାଠକ ଆମ ସହିତ ଯୋଡି ହୋଇଛନ୍ତି । ସେହିଭଳି, ୟୁନିକ୍ ଭ୍ୟୁଅର୍ସ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଆପଣଙ୍କ ଏହିଭଳି ସହଯୋଗ ଆଗାମୀ ଦିନରେ ମଧ୍ୟ ଆମ ସହ ରହିବ ବୋଲି ଆମର ଆଶା ।
ମୁଖ୍ୟ ସମ୍ପାଦକ
ଏବଂ
“ମୋ ଅନୁଭବ. କମ୍” ପରିବାର
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS