ନଡ଼ିଆ ତେଲର କେତେକ ଉପକାରିତା
ନଡ଼ିଆ ତେଲ ଖାଇଲେ ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୁଏ ।
– ହୃତ୍ପିଣ୍ଡ ଠାରୁ ପାଚନକ୍ରିୟା ଯାଏଁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର ପରିସ୍କରଣ କରିପାରେ ନଡ଼ିଆ ତେଲ । ପେଟ ସମ୍ବନ୍ଧୀୟ ରୋଗର ସମାଧାନ କରେ ନଡ଼ିଆ ତେଲ ।
– ଆଂଟି- ବ୍ୟାକ୍ଟେରିଆଲ୍ ଏବଂ ଆଂଟି-ଭାଇରାଲ ଗୁଣ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ଼ କରେ । ଥଣ୍ଡା, ଜର, କାଶ କମ୍ ହୁଏ ।
– ନଡ଼ିଆ ତେଲରେ ଥିବା ମ୍ୟାଗ୍ନେସିୟମ୍ ଏବଂ କାଲ୍ସିୟମ୍ ଦାନ୍ତ ଓ ଅସ୍ଥିକୁ ଟାଣ କରେ । ଅସ୍ଥି ସମ୍ବନ୍ଧୀୟ ସମସ୍ୟା ଏବଂ ରୋଗ ଦୂର କରେ ।
– ନଡ଼ିଆ ତେଲ ମେଟାବୋଲିଜିମ୍ ସ୍ତରକୁ ବୃଦ୍ଧି କରି ଶରୀରରେ ଫ୍ୟାଟ୍ ବୃଦ୍ଧି ହେବାକୁ ଦିଏ ନାହିଁ ।
– ନଡ଼ିଆ ତେଲରେ ଲରିକ୍ ଏସିଡ୍ ରହିଛି, ଯାହା ଶରୀରରେ ଉତ୍ତମ କୋଲେଷ୍ଟୋରଲ୍କୁ ବଢ଼ାଏ । ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର କରେ ।
– ନଡ଼ିଆ ତେଲ କେଶ ଏବଂ ତ୍ୱଚା ପାଇଁ ଭଲ । ଏହାର ଆଂଟି-ଅକି୍ସଡେଂଟ ଗୁଣ ବୟସ ବୃଦ୍ଧି ତ୍ୱଚା ସମସ୍ୟାଗୁଡ଼ିକର ସମାଧାନ କରେ ।
– ଆଂଟି ଇନ୍ଫ୍ଲାମେଟ୍ରି, ଆଂଟି ଫଙ୍ଗଲ୍ ଏବଂ ଆଂଟି ବ୍ୟାକ୍ଟେରିଆଲ୍ ତତ୍ତ୍ୱ ରହିଛି । ତ୍ୱଚା ଜଳିବା, ପୋଡ଼ିବା ଏବଂ କଟିଯାଇଥିବା ଘା’ ପାଇଁ ନଡ଼ିଆ ତେଲ ରାମବାଣ ଭଳି କାମ କରେ ।
– ଶରୀରରେ ଜଳୀୟ ଅଂଶ ଅଭାବରେ ଓଠ ଫାଟୁଥିଲେ ନଡ଼ିଆ ତେଲ ଲଗାନ୍ତୁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS