କୁକୁର ଶିଖୁଛି ନାଚ
ଦେଖନ୍ତୁ ଏହି କୁକୁରକୁ । ମାଲିକାଣୀଙ୍କ ସହ କିପରି ଅଭ୍ୟାସ କରୁଛି ନାଚିବା । ମାଲିକାଣୀଙ୍କ ପାଦର ତାଳେ ତାଳେ ମିଶାଉଛି ନିଜର ଗୋଡ । ହଁ, ଦୁଇ ବର୍ଷର ସିକ୍ରେଟ୍ ୱାସିଙ୍ଗ୍ଟନ୍ର ବେଲିନ୍ଗାମ୍ ରହେ ମାଲିକାଣି ମାରିଙ୍କ ସହ । ମାରି ନୃତ୍ୟାଭ୍ୟାସ କରିବା ସମୟରେ ତାଙ୍କ ଠାରୁ ଶିକ୍ଷା କରିବାକୁ ପ୍ରୟାସ କରେ । ଏହା ଦେଖିଲେ ନିଜକୁ ବି ନାଚିବାକୁ ଇଚ୍ଛା ହେବ । ଉକ୍ତ ଭିଡିଓଟି ବର୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ୩୦ ହଜାରରୁ ଅଧିକ ଦର୍ଶକ ଏହାକୁ ପସନ୍ଦ କରିଛନ୍ତି ଏବଂ କୁକୁରଟିକୁ ଖୁବ୍ ପ୍ରସଂଶା କରୁଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS