ହାୱାଇରେ ଲାଗିବ ବିଶ୍ୱର ବୃହତ୍ତମ ଟେଲିସ୍କୋପ୍
ନିକଟ ଭବିଷ୍ୟତରେ ହାୱାଇ ପରିଚିତ ହେବ ଦୁନିଆର ବୃହତ୍ତମ ଟେଲିସ୍କୋପ୍ ଥିବା ସ୍ଥାନ ଭାବେ । ଖୁବ୍ ଶୀଘ୍ର ଏଠାରେ ସ୍ଥାପନ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ ଟେଲିସ୍କୋପ୍ । ଏହି ଟେଲିସ୍କୋପ୍ର ଆକାର ୩୦ ମିଟର୍ । ଭାରତ ବ୍ୟତୀତ ଚୀନ୍, ଜାପାନ, କାନାଡା, ଆମେରିକା ସମସ୍ତ ଦେଶ ଏକତ୍ର ହୋଇ ବିକଶିତ କରୁଛନ୍ତି ଏହି ଟେଲିସ୍କୋପ୍କୁ । ଭୂତତ୍ୱବିତ୍ମାନେ ନିଜ ସନ୍ଧାନ ଓ ସର୍ବେକ୍ଷଣ ପାଇଁ ଲଗାଇଥିବା ଏହି ଟେଲିସ୍କୋପ୍ର ନାମ ‘ଟିଏମ୍ଟି’- ଥର୍ଟି ମିଟର୍ ଟେଲିସ୍କୋପ୍ । ଏହାକୁ ୧୨୭ ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ଗୋଲାକାର ଛାତ କିମ୍ବା କାନ୍ଥରେ ଲଗାଯିବ । ଏହା ସାଧାରଣ ଟେଲିସ୍କୋପ୍ ଠାରୁ ୩୦ ଗୁଣ ଉତ୍ତମ ମାନର ବୋଲି କୁହାଯାଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS