ରାଜଧାନୀରେ ଜମତରା ଗ୍ୟାଙ୍ଗ ସକ୍ରିୟ ।
ରାଜଧାନୀରେ ଜମତରା ଗ୍ୟାଙ୍ଗ ସକ୍ରିୟ । ଏହି ସାଇବର୍ ଠକ ଗ୍ୟାଙ୍ଗ ପ୍ରତି ସତର୍କ ରହିବାକୁ ଭୁବନେଶ୍ୱର – କଟକ ଦ୍ବୈତ ମହାନଗରୀ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସତର୍କ କରାଇଛନ୍ତି ।ମୁଖ୍ୟତଃ, ଅନ୍ ଲାଇନ୍ ଟ୍ରାନଜେକ୍ସନ୍ କରୁଥିବା ଲୋକମାନେ ସତର୍କତା ଅବଲମ୍ବନ କରିବାକୁ ସେ କହିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS