ଲମ୍ବା ବିଲେଇ ଓମାର
ମେଲ୍ବର୍ନରେ ରହିଛି ଓମାର ନାମକ ଏକ ପୋଷା ବିଲେଇ । ୩ ବର୍ଷ ଓମାର୍ର ଶରୀରର ଲମ୍ବ ୩ ଫୁଟ ୯ ଇଂଚ (୧୨୦ ସେଂଟିମିଟର୍) ଏବଂ ଓଜନ ୧୪ କେଜି । ଗୋଟିଏ ସାଧାରଣ ବିଲେଇର ଓଜନ ଏବଂ ଲମ୍ବ ଠାରୁ ତିନି ଗୁଣ ଅଧିକ । ଓମାରର ମାଲିକାଣୀ ହେଉଛନ୍ତି ୨୯ ବର୍ଷୀୟା ଷ୍ଟିଫେନି ହିର୍ଷ୍ଟ୍ । ଷ୍ଟିଫେନ୍ କହନ୍ତି, ଓମାର ୯ ଇଂଚ୍ ପର୍ଯ୍ୟନ୍ତ ବଢ଼ିବ ବୋଲି ସେ ଆଶା କରିଥିଲେ । କିନ୍ତୁ ସେ ବର୍ଷକ ମଧ୍ୟରେ ୧୦ କେଜି ଓଜନର ହୋଇଯାଇଥିଲା । ବର୍ତମାନ ଓମାର ବିଶ୍ୱ ରେକର୍ଡରେ ନାମ ଦାଖଲ କରିବାକୁ ଯାଉଛି । ବିଶ୍ୱ ରେକର୍ଡ ହାସଲ କରିଥିିବା ସବୁଠାରୁ ଲମ୍ବ ବିଲେଇର ଲମ୍ବା ହେଉଛି ୧୧୮.୩ ସେଣ୍ଟମିଟର୍ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS