ଶୋଇକି ଘଟାନ୍ତୁ କ୍ୟାଲୋରୀ
‘ଡେଭିଡ୍ ଲିଲିଓଡ୍ ଜିମ୍’, ଏହି ଜିମ୍ରେ ଶରୀରର କ୍ୟାଲୋରୀ ଘଟାଇବା ପାଇଁ ବ୍ୟାୟାମ କିମ୍ବା କୌଣସି ପ୍ରକାର କଷ୍ଟ କରିବାକୁ ପଡେ ନାହିଁ । ଏଠାରେ କୌଣସି ସ୍ପିନ୍ ସାଇକେଲ୍ କିମ୍ବା ଟ୍ରେଡ୍ ମିଲ୍ ନାହିଁ । ବହୁତ ଗୁଡାଏ ସିଙ୍ଗଲ୍ ବେଡ୍ ପଡିଥାଏ । ଲୋକେ ଖରାବେଳେ ଆସି ଆରାମରେ ୪୫ ମିନିଟ୍ ଶୋଇକି ଯିବେ ଆଉ ଏହାଦ୍ୱାରା କ୍ୟାଲୋରୀ ବି କମ୍ ହେବ । ପ୍ରକୃତରେ ଶୋଇବା ସମୟରେ ଉକ୍ତ କକ୍ଷର ତାପମାତ୍ରାକୁ ନିୟନ୍ତ୍ରିତ ରଖାଯାଇଥାଏ । ଯାହା ଦ୍ୱାରା ବ୍ୟକ୍ତି ନିଜର ନିଦ୍ରାକୁ ହରେବାକୁ ପଡିବ ନାହିଁ ଏବଂ ବିନା କଷ୍ଟରେ କ୍ୟାଲୋରୀ ମଧ୍ୟ ଘଟିଯିବ । ଏହି ବ୍ୟାୟାମର ନାମ ରଖାଯାଇଛି ‘ନାପର୍ସାଇସ୍’ । ବ୍ରିଟେନ୍ର ସମସ୍ତ ଜାଗାରେ ଏହାର ଗୋଟିଏ ଗୋଟିଏ ଶାଖା ରହିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS