ସୁନ୍ଦରୀ ବାମନ ପ୍ରତିଯୋଗିତା
ବାମନମାନଙ୍କୁ ସମସ୍ତେ ସବୁବେଳେ ଆଡ ଆଖିରେ ଦେଖନ୍ତି । ସେମାନଙ୍କୁ ଉପହାସ କରନ୍ତି । ଲୋକ ଚକ୍ଷୁରେ ବାମନମାନଙ୍କୁ ସମ୍ମାନ ଦେବା ଉଦେ୍ଦଶ୍ୟରେ ଦୁବାଇର ପଂଚଞ୍ଚତାରକା ହୋଟେଲ୍ ସାଙ୍ଗରି- ଲାରେ ଆୟୋଜିତ ହୋଇଥିଲା ବାମନମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଫେସନ୍ ଶୋ’ ବା ସୌନ୍ଦର୍ଯ୍ୟ ପ୍ରତିଯୋଗିତା । ଗତ ୪ ବର୍ଷ ହେଲା ଅର୍ଥାତ୍ ୨୦୧୪ ମସିହାରୁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି । ସାରା ବିଶ୍ୱରୁ ସୁନ୍ଦରୀ ବାମନମାନେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି, ଯେଉଁଥିରୁ ୧୫ ଜଣଙ୍କୁ ଚୟନ କରାଯାଉଛି । ପ୍ରତ୍ୟେକ ସୁନ୍ଦରୀଙ୍କ ଉଚ୍ଚତା ୪ ଫୁଟରୁ କମ୍ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS