ବାସ୍ତୁ ଉପାୟ
. ଘରର ମୁଖ୍ୟ ଦ୍ୱାର ପୂର୍ବ ମୁଖରେ ଥିଲେ ପୂର୍ବ-ଉତ୍ତର ଦିଗରେ ଖାଲି ସ୍ଥାନ ଛାଡିବା ଉଚିତ୍ । ଏହାଦ୍ୱାରା ଧନପ୍ରାପ୍ତି, ବଂଶବୃଦ୍ଧି ଏବଂ ପୁତ୍ର ଲାଭ ସହିତ ସ୍ୱାସ୍ଥ୍ୟ ଭଲ ରହେ ।
. ଘରର ପୂର୍ବ ଦିଗ ନିଚା ରହିଲେ ଗୃହସ୍ୱାମୀ ସୁସ୍ଥ ଏବଂ ସମ୍ପନ୍ନ ହୋଇଥାଆନ୍ତି ।
. ବାସ୍ତୁ ଦୃଷ୍ଟିକୋଣରୁ ନଟରାଜ ମୂର୍ତୀ ଘରେ ରଖିବା ଉଚିତ ନୁହେଁ । କାରଣ ମହାଦେବଙ୍କ ତାଣ୍ଡବ ନୃତ୍ୟର ମୁଦ୍ରା ବିନାଶକାରୀ ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ ।
. ଘରର ପୂର୍ବ ଦିଗରେ ଏକ ମାଟି ପାତ୍ରରେ କିଛି ଲୁଣ ଭର୍ତି କରି ରଖନ୍ତୁ । ପ୍ରତି ୨୪ ଘଂଟାରେ ଥରେ ଏହାକୁ ବଦଳାନ୍ତୁ । ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେବ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS