କେଶ ପାଇଁ ଗ୍ଲିସରିନ୍
କେଶ ସମସ୍ୟାକୁ କମ୍ କରିବା ପାଇଁ ଦାମିକା ସାମ୍ପୁ ବା କଣ୍ଡିସନର୍ର ଆବଶ୍ୟକତା ନାହିଁ । କେଶରେ ଗ୍ଲିସରିନ୍ ଲଗାନ୍ତୁ । ଖରା ଦିନ କେଶ ଅଧିକ ରୁକ୍ଷ ହୋଇଯାଏ ।
– ଲମ୍ବା କେଶ ଅଧିକ ଜଟ ହେଉଥିଲେ ଗ୍ଲିସରିନ୍ ଲଗାନ୍ତୁ । କେଶ କୋମଳ ହେବ । ଏହାକୁ ବ୍ୟବହାର କରିବା ସମୟରେ କେଶ ଓଦା ଥିବା ଆବଶ୍ୟକ ଏବଂ ଗ୍ଲିସରିନ୍କୁ
ପାଣିରେ ମିଶାଇ ଲଗାଇବେ । ଏହାଦ୍ୱାରା କେଶ ଅଧିକ ଘନ, ଲମ୍ବା ଓ ମଜବୁତ ହେବ । ରୁକ୍ଷ ଅଂଶ କିମବ ।
– ରୂପି ସମସ୍ୟାକୁ ମଧ୍ୟ କମ୍ କରିବ । ଗୋଲାପ ଜଳରେ ଗ୍ଲିସରିନ୍ ମିଶାଇ କେଶ ମୁଳରେ ଲଗାନ୍ତୁ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS