ପବିତ୍ର କାର୍ତିକ ପୂର୍ଣ୍ଣିମାର ଶନିବାର ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖର ଦୃଶ୍ୟ
ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା, ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼, ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦର୍ଶନ ଅପେକ୍ଷାରେ ମନ୍ଦିର ବାହାରେ ଶୃଙ୍ଖଳାର ସହିତ ଧାଡିରେ ଠିଆ ହୋଇ ଅଛନ୍ତି ଭକ୍ତମାନେ… ପୁରୀରୁ ଅମ ପ୍ରତିନିଧି ସ୍ମିତାଲି ସ୍ମୃତି ସ୍ନିଗ୍ଧାଙ୍କ ଫଟୋ(ମୋଅନୁଭବ ମିଡ଼ିଆ)
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS