ଗଞ୍ଜାମ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ଉଦ୍ଘାଟିତ


ବ୍ରହ୍ମପୁର, ୧୬ ନଭେମ୍ବର: ଗୁରୁବାର ଦିନ ବ୍ରହ୍ମପୁର ଆଇଟିଆଇ ନିକଟରେ ଗଞ୍ଜାମ ଜିଲ୍ଲା ବିଜେଡ଼ିର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି । ନୂତନ ଭାବେ ନିଯୁକ୍ତ ଜିଲ୍ଲା ସଭାପତି ତଥା ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ସହ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଏବଂ ଜିଲ୍ଲାର ଅନ୍ୟ ବିଧାୟକ, ଦଳୀୟ କର୍ମକର୍ତା ଉଦଘାଟନ ଉତ୍ସବରେ ଯୋଗ ଦେଇ ଥିଲେ ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS