ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫେବୃୟାରୀରେ
ନୂଆଦିଲ୍ଲୀ, ୧୯ ଜାନୁୟାରୀ: ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ୍ ରାଜ୍ୟ ବିଧାନସଭା ନିର୍ବାଚନ ଫେବୃୟାରୀରେ ହେବ । ମୁଖ୍ୟ ନିର୍ବାଚନ କମିସନର ଏ.କେ. ଜୋତି ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ତ୍ରିପୁରାରେ ଫେବୃୟାରୀ ୧୮ ତାରିଖ ରବିବାର ଦିନ ଏବଂ ମେଘାଳୟ ଓ ନାଗାଲାଣ୍ଡରେ ୨୭ ତାରିଖ ମଙ୍ଗଳବାର ଦିନ ଭୋଟ ହେବ । ତିନିଟି ଯାକ ରାଜ୍ୟର ଭୋଟ ଗଣତି ଓ ନିର୍ବାଚନ ପଳାଫଳ ଘୋଷଣା ମାର୍ଚ୍ଚ ୩ ତାରିଖରେ ହେବ ବୋଲି ସିଇସି କହିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS