ବ୍ରହ୍ମପୁର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଥିବା ଗେଟା ବସ୍ତିରେ ଗୁରୁବାର ଘଟି ଥିବା ଅଗ୍ନିକାଣ୍ଡରେ ସର୍ବହରା ହୋଇଥିବା ବିପନ୍ନ ପରିବାରଙ୍କୁ ଶୁକ୍ରବାର ବ୍ରହ୍ମପୁର ଫ୍ରେଣ୍ଡସ୍ ହେଲ୍ପିଂ କ୍ଲବ୍ ପକ୍ଷରୁ ରିଲିଫ ବଂଟନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ୨୧ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଆଗ୍ନିଶମ ବିଭାଗରୁ ସୂଚନା ମିଳିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS