ବାଇକ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
ବାଲିଗୁଡା, ୨୦ ଜାନୁୟାରୀ: ଶୁକ୍ରବାର ସନ୍ଧ୍ୟା ୫ଟା ୪୫ ମିନିଟରେ ମାରଖମ ନିକଟସ୍ଥ କୁମ୍ଭାରସାହିରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତିନି ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ଜଣକୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ମାନେ ହେଲେ ଲାମର ଦିଆଲ, ତାଙ୍କ ପତ୍ନୀ ଦିମେ ଦିଗାଲ ଏବଂ ବାରିକିଆ ଗ୍ରାମର ବିପଲାନା ମଲିକି । (ଫଟୋ/ରିପୋର୍ଟ: ସତ୍ୟ ନାରାୟଣ ପାଢୀ)
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS