ଗ୍ରାମ ରୋଜଗାର ସେବକ ସଂଘର କର୍ମକର୍ତା ମନୋନୀତ
ରାଉରକେଲା (ମୋ ଅନୁଭବ): ସ୍ଥାନୀୟ ହନୁମାନ ବାଟିକା ଠାରେ ନିଖିଳ ଓଡିଶା ସୁନ୍ଦରଗଡ ଜିଲ୍ଲା ଗ୍ରାମ ରୋଜଗାର ସେବକ ମାନଙ୍କ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଆଗାମୀ ୩ ବର୍ଷ ନିମନ୍ତେ କାର୍ଯ୍ୟକର୍ତା ମନୋନୟନ କରାଯାଇଛି । ଏହି ଅବସରରେ ସଂଘର ପୂର୍ବତନ ସଭାପତି ମୁରଲୀଧର ବାରିକ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଥିବା ବେଳେ ମନୋଜ କୁମାର ମହାନନ୍ଦିଆ ସଭାପତି, ସୁରେଶ ବଡାଇକ ସଂପାଦକ, ଅମିତ କୁମାର ଦାଶ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତ ଭାବେ ମନୋନୀତ ହୋଇଛନ୍ତି । ଏହି ବୈଠକରେ ଜିଲ୍ଲାର ୧୨ଟି ବ୍ଳକର କର୍ମକର୍ତା ମାନେ ଯୋଗ ଦେଇ ନୂତନ କର୍ମକର୍ତା ମନୋନୟନ ସହ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS