ମୋବାଇଲରେ ଧରି ହେବ ମୂଷା


ୱେକ୍ଫିଲ୍ଡ୍ ଟେକ୍ନୋଲୋଜି ନାମକ କମ୍ପାନୀର କେତେକ ଇଂଜିନିୟର୍ ଏକତ୍ର ହୋଇ ବିକଶିତ କରିଛନ୍ତି ଏକ ମାଉସ୍ ଟ୍ରାପ୍ କିଟ୍ । ଏଥିରେ ଖଞ୍ଜା ଯାଇଥିବା ୱାଇଫାଇ ଡିଭାଇସ୍ ଦ୍ୱାରା ଯନ୍ତାରେ ମୂଷା ପଡିବା କ୍ଷଣି ମାଲିକ ମୋବାଇଲକୁ ଚାଲି ଯାଏ ମେସେଜ୍। ଏହି ମାଉସ୍ ଟ୍ରାପ୍ ଟୁଲ୍ରେ ଗୋଟିଏ ମୋସନ୍ ସେନ୍ସର୍ ଡିଭାଇସ୍ ରହିଛି ଯାହା ମୂଷା ଓ ମେସିନ୍ର ଗତିବିଧି ଉପରେ ସବୁ ସମୟରେ ଲକ୍ଷ୍ୟ ରଖେ ।ସବୁଠାରୁ ରୋଚକ କଥା ହେଲା,ଏହି ମୋସନ୍ ସେନ୍ସର୍ଟି ସତସତିକା ଚିଜ୍ ଭଳି ଦେଖାଯାଏ ଏବଂ ଏହାକୁ ଦେଖିବା ମାତ୍ରେ ମୂଷା ଆସି ଯନ୍ତାରେ ଫସି ଯାଆନ୍ତି ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS