ମଦୁଆ ମଇଁଷି
ମଣିଷ ହିଁ ମଦୁଆ ପ୍ରକୃତିର ବୋଲି ନୁହେଁ ପଶୁ ବି ମଦ ପିଇବା ଅଭ୍ୟାସ ରଖନ୍ତି ବୋଲି ହରିଆନାର ସୁଲତାନକୁ କଥା ଶୁଣିଲେ ଜାଣିପାରିବେ । କେଥଲ୍ ଜିଲ୍ଲାର ବୁଢ଼ାଖେଡା ଗ୍ରାମର ନିବାସୀ ନରେଶଙ୍କ ୭ ବର୍ଷ ୧୦ ମାସର ମଇଁଷି ହେଲା ସୁଲତାନ । ସୁଲତାନକୁ ଖାଇବା ପୂର୍ବରୁ ୧୦୦ ମିଲିଗ୍ରାମ୍ ମଦ ପିଇବା ଅଭ୍ୟାସ । ମଙ୍ଗଳବାରକୁ ଛାଡି ସପ୍ତାହକୁ ୬ ଦିନ ନୂଆ ନୂଆ ବ୍ରାଣ୍ଡ୍ ମଦ ପିଏ । ରବିବାର ଟିଚର୍ସ, ସୋମବାର ବ୍ଲାକ୍ ଡଗ୍, ବୁଧବାର ୧୦୦ ପାଇପର୍, ଗୁରୁବାର ଭେଲେନ୍ଟାଇନ୍, ଶନିବାର ବ୍ଲାକ୍ ଲେବଲ୍ ନ ହେଲେ ସିବାସ୍ ରିଗଲ୍ ପିଏ । ସକାଳ ଜଳଖିଆରେ ଦେଶୀ ଘିଅ ପଡିଥିବା ମଇଦା ଗୁଡ ଗୁଣ୍ଡ (ମଲିଦା) ଓ କ୍ଷୀର ପିଏ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS