ଚଳନ୍ତା ଚୁମ୍ବକ


ଆମେରିକାର ସିକାଗୋରେ ବାସ କରୁଥିବା ଜେମି କିଟୋନ୍ଙ୍କୁ ଚଳନ୍ତା ଚୁମ୍ବକ ବୋଲି କୁହାଯାଏ । କେବଳ ସେତିକି ନୁହେଁ ଜେମିଙ୍କ ଦେହରେ ପ୍ଲାଷ୍ଟିକ୍ ବୋତଲ, ଗ୍ଲାସ୍ ବି ଲାଖିଯାଏ । ବଜାରର କିଛି କିଣିଲେ ତାକୁ ଧରିବା ପାଇଁ ହାତର ବ୍ୟବହାର କରିବାକୁ ପଡେ ନାହିଁ । ହାତ ନ ଲଗାଇ ସେ ସମସ୍ତଙ୍କୁ ପାଣି ଏବଂ କେଲ୍ଡ୍ରିଙ୍କ୍ସ୍ ବାଣ୍ଟନ୍ତି । ଲୋକ ଜେମିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି । କିନ୍ତୁ ଏହା ତାଙ୍କର କୌଣସି ଅଲୌକିକ ଶକ୍ତିର ଆକର୍ଷଣ ନୁହେଁ । ଏକ ପ୍ରକାର ରୋଗ । ଜେମିଙ୍କ ଶରୀରର ତାପମାତ୍ରା ସାଧାରଣ ଲୋକଙ୍କ ଶରୀର ତାପମାତ୍ରା ଠାରୁ ଖୁବ୍ ଅଧିକା ରହୁଛି । ତେଣୁ କରି ସବୁ ଟିଣ ଏବଂ ପ୍ଲାଷ୍ଟିକ୍ ଜିନିଷ ଜେମିଙ୍କ ଦେହରେ ଲାଖିଯାଉଛି । ଏଥିପାଇଁ ଜେମିଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକଡରେ ସ୍ଥାନ ପାଇଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS