କରୋନା ମୁକାବିଲା ପାଇଁ ରାଜ୍ୟପାଳ ଦାନ କଲେ ୩୪ ଲକ୍ଷ ୨୦ ହଜାର ଟଙ୍କା
ଦେଶରେ କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କରୋନା ସହାୟତା ପାଂଠିକୁ ୩୪ ଲକ୍ଷ ୨୦ ହଜାର ଟଙ୍କା ଦାନ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିକୁ ୨୧ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପିଏମ୍ କେୟାର ପାଂଠିକୁ ୧୩ ଲକ୍ଷ ୨୦ ହଜାର ଟଙ୍କା ଦାନ କରିଥିବା ଜଣାପଡିଛି । ଅନ୍ୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କରୋନା ସହାୟତା ପାଂଠିକୁ ଅର୍ଥ ଦାନ କରିବାକୁ ରାଜ୍ୟପାଳ ନିବେଦନ କରିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS